ବସ୍ ଭିତରୁ ଦାଦନ ଶ୍ରମିକଙ୍କ ମୃତଦେହ ଉଦ୍ଧାର
9/12/2020 at 5:30 PM

ଧର୍ମଗଡ ୯।୧୨: ପୁଣି ଦାଦନ ଶ୍ରମିକର ମୃତ୍ୟୁ । ବସ୍ ଭିତରୁ ଦାଦନ ଶ୍ରମିକଙ୍କ ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ବସ୍ ଭିତରୁ ଉଦ୍ଧାର ହୋଇଛି l ଦାଦନ ଖଟିବାକୁ ଯାଇ ଫେରୁଥିବା ବେଳେ ବସ୍ ଭିତରେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିମ ହେଲେ ଧର୍ମଗଡ଼ ଥାନା ଥନଟ ଗାଁର ବବଲୁ ଦୁର୍ଗା ସେ ହାଇଦ୍ରାବାଦରୁ ଦେହ ଖରାପ ହେବାରୁ ନିଜ ଗାଁକୁ ଜନାର୍ଦ୍ଦନ ବସ୍ ରେ ଫେରୁଥିଲେ । ସେ ନିଜେ ବସିଥିବା ସିଟ୍ ରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ଧର୍ମଗଡ଼ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇବା ସହ ତଦନ୍ତ ଆରମ୍ଭ କରିଛି l
Related Posts
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆରିଥ୍ମିଆ ଚିକିତ୍ସାର ସୁବିଧା ଉପଲବ୍ଧ
19 January 2021
ଗିରଫ ହେଲେ ୨ ଲୁଟେରା, ଏକା ଦେଖି ଲୁଟୁଥିଲେ ଟଙ୍କା ଓ ମୋବାଇଲ୍
19 January 2021