ଅସ୍ଥି ଚିକିତ୍ସା ସେବାସଦନରେ ବୋମାମାଡ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | September 20, 2019 IST

ଆଠଗଡ ୨୦।୯: କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ କୁଲାଇଲୋଠାରେ ଥିବା ଅନନ୍ତ ବେଉରା ଅସ୍ତିଶଲ୍ୟ ଚିକିତ୍ସା ସେବା ସଦନ ଉପରକୁ ବୋମା ମାଡ ହୋଇଛି । ସେବା ସଦନର ମୁଖ୍ୟ ଗେଟରେ ବୋମା ମାଡ ହୋଇଥିବାବେଳେ ଫାଟକ ପାଖରେ ଥିବା ଦୋକାନ ଘରର କାଚ କଣା ହୋଇଯାଇଛି ।

{"id":160003}

ରାତି ପ୍ରାୟ ୨ଟାରୁ ୩ଟା ଭିତରେ ଏହି ବୋମାମାଡ ହୋଇଛି । ଘଟଣାସ୍ଥଳରେ ଆଠଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବୋମା ମାଡର କାରଣ ଅସ୍ପଷ୍ଟ ରହିଛି । ବିଭିନ୍ନ ଅଞ୍ଚଳରୁ ଆସି  ସେବା ସଦନରେ ଚିକିତ୍ସିତ ହେଉଥିବା ରୋଗୀମାନେ ଭୟଭୀତ ହୋଇପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.