ବୋମିଖାଲ ଟ୍ରାଜେଡି : ୪୦ ଟି ଲୁହା ରଡ଼ ଛିଣ୍ଡି ଯିବାରୁ ଘଟିଥିଲା ଦୁର୍ଘଟଣା
4/05/2018 at 12:14 PM

ବୋମିଖାଲ ଓଭର ବ୍ରିଜ ପଡିଯିବା ଘଟଣାର ଚାଲିଛି ଖୋଳତାଡ଼
୮ଜଣିଆ ଫରେନସିକ ଟିମ କରୁଛନ୍ତି ତଦନ୍ତ
୪୦ ଟି ଲୁହା ରଡ଼ ଛିଣ୍ଡି ଯିବାରୁ ଦୁର୍ଘଟଣା ଘଟିଛି
ଓଭର ବ୍ରିଜରୁ ୬ଟି ନମୁନା ସଂଗ୍ରହ କରିଛି ଫରେନସିକ ଟିମ
ଅନ୍ୟପଟେ ଅଘଟଣ ପାଇଁ ଠିକ ସଂସ୍ଥା ଓ ଶ୍ରମିକଙ୍କୁ ଦାୟୀ କରିଛନ୍ତି ଯନ୍ତ୍ରୀ ଓମ ପ୍ରକାଶ ପଟେଲ
Related Posts
ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ
3 March 2021