ବମିଖାଲ ଓଭରବ୍ରିଜ ଟ୍ରାଜେଡି ଘଟଣାରେ ବିଜେପିର ପ୍ରେସମିଟ୍
4/05/2018 at 9:25 AM

ଗତ ସେପ୍ଟେମ୍ବର ମାସରେ ଏଭଳି ଏକ ଦୁର୍ଘଟଣା ଘଟିଥିଲା…ତାକୁ ଲାଷ୍ଟ କୁହାଯାଇପାରେ…କିନ୍ତୁ ଗତକାଲି ଶ୍ରମିକ ମୃତ୍ୟ ଘଟଣା ହତ୍ୟା ସହ ସମାନ…ପଣ୍ଡା ଇନ୍ଫ୍ରା କମ୍ପାନୀ ସହ ସରକାରଙ୍କ ବଡପଣ୍ଡାମାନେ ସମ୍ପୃକ୍ତ…ବିଜେଡି ନେତାମାନେ ସାଜିଛନ୍ତି ଏହାର ପୁରୋଧା…ପଣ୍ଡା ଇନ୍ଫ୍ରାରେ ଏମାନଙ୍କ ଧନ ମଧ୍ୟ ଲାଗିଛି …ପୂର୍ତ୍ତ ବିଭାଗ ସଚିବ ନଳିନୀ ପ୍ରଧାନଙ୍କ ଅବସର ସୀମା ବଢାଇବା ପଛରେ ୧୦୦ କୋଟିର କିକ୍ ବ୍ୟାକ୍ ଅଭିଯୋଗ…ବିଜେଡି ପାଣ୍ଠିକୁ ୧୦୦ କୋଟି ଦେବାକୁ ଡିଲ୍ ହୋଇଥିବା ନେଇ ସୋସିଆଲ ମିଡିଆରେ ଚାଲିଛି ଚର୍ଚ୍ଚା…
ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ : ସମ୍ପୂର୍ଣ୍ଣ ଘଟଣା ପାଇଁ ଶାସକ ଦଳକୁ ଦାୟୀ କଲେ ନିରଞ୍ଜନ…ଘଟଣାର ନ୍ୟାୟିକ ତଦନ୍ତ ଦାବି କଲେ…ଦୋଷୀ ସରକାରୀ ଅଧିକାରୀ ଓ ପଣ୍ଡା କମ୍ପାନୀ ମୁଖ୍ୟଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରି ତାଙ୍କୁ ଗିରଫ କରିବାକୁ ଦାବି….