ବୋମିଖାଲ ଓଭରବ୍ରିଜରେ ପୁଣି ଦୁର୍ଘଟଣା ପ୍ରସଙ୍ଗ ; ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ମାଲିକଙ୍କୁ କୋର୍ଟ ଚାଲାଣ

Published By : Prameya-News7 Bureau | May 04, 2018 IST

ଘଟଣାସ୍ଥଳରେ ଫୋରେନସିକ୍ ଟିମ୍ର ଛାନଭିନ୍ ୮ ଜଣିଆ ଟିମ୍ ସ୍ଥିତିର କରୁଛନ୍ତି ଅନୁଧ୍ୟାନ କେଉଁ ପରିସ୍ଥିତି ଦୁର୍ଘଟଣା ଘଟିଲା ସେନେଇ ଅନୁଧ୍ୟାନ କରୁଛି ଟିମ୍ ଦୁର୍ଘଟଣା ପଛରେ ଅନ୍ୟ କଣ କାରଣ ଥାଇପାରେ ସେନେଇ ତନାଘନା ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ମାଲିକଙ୍କୁ କୋର୍ଟ ଚାଲାଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.