ଝୁଲନ୍ତା ମୃତ୍ୟୁ : Bigstory Followup
4/05/2018 at 8:29 AM

ପୁଣି ଖସି ପଡିଲା ବମିଖାଲ ଓଭର ବ୍ରିଜ
ଗତକାଲି ସେଣ୍ଟରିଂ ଖସିପଡ଼ିବାରୁ ପ୍ରାଣ ହରାଇଥିଲେ ଜଣେ ଶ୍ରମିକ
ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ
ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ
ଏଥି ସହ ଆହତଙ୍କ ସମସ୍ତ ଖର୍ଚ୍ଚ ବହନ କରିଛନ୍ତି
ଘଟଣାର ଉଚ୍ଚ ସ୍ଥରୀୟ ତଦନ୍ତ ନିର୍ଦେଶ ମଧ୍ୟ ଦେଇଛନ୍ତି
ଘଟଣାସ୍ଥଳରେ ଫୋରେନସିକ୍ ଟିମ ପହଂଚି ଛାନଭିନ୍ କରୁଛି
୮ ଜଣିଆ ଟିମ୍ ସ୍ଥିତିର ଅନୁଧ୍ୟାନ କରୁଛନ୍ତି
କେଉଁ ପରିସ୍ଥିତି ଦୁର୍ଘଟଣା ଘଟିଲା ସେନେଇ ଅନୁଧ୍ୟାନ କରୁଛି ଟିମ୍
ଦୁର୍ଘଟଣା ପଛରେ ଅନ୍ୟ କଣ କାରଣ ଥାଇପାରେ ସେନେଇ ତନାଘନା ଚାଲିଛି
Related Posts
ବାଇକ ହ୍ୟାଣ୍ଡେଲରୁ ଉଦ୍ଧାର ହେଲା ନାଗ ସାପ, କରୁଥିଲା ଗର୍ଜନ
5 March 2021
ବିରଳ ଧଳା ପେଚା ଉଦ୍ଧାର, ଆଜି ଜଙ୍ଗଲରେ ଛାଡିବ ବନବିଭାଗ
5 March 2021