Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୋର୍ଦ୍ଧା ଜିଲ୍ଲାରେ ପୁଣି ବୋମାମାଡ

21/08/2020 at 7:53 AM

ଖୋର୍ଦ୍ଧା୨୧/୮: ପୁଣି ବୋମାମାଡ। ଖୋର୍ଦ୍ଧା  ସଦର ଥାନା ଦଳେଇପୁଟରେ ପୁଣି ବୋମାମାଡ ହୋଇଛି। ପୋଲିସ ଉପସ୍ଥିତିରେ ୪ ଟି ବୋମା ଫିଙ୍ଗିଲେ ଦୁର୍ବୃତ୍ତ। ଗତ ୧୨  ଓ ୧୮  ତାରିଖରେ ଟୁକୁନି ସ୍ବାଇଁଙ୍କ ଘରକୁ ବୋମାମାଡ ହୋଇଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ମୁତୟନ ହୋଇଥିଲେ।

   Related Posts