ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରାହକଙ୍କୁ ବଡ ଝଟ୍‌କା : ବଢିଲା ଗ୍ୟାସ୍ ଦର, ଜାଣନ୍ତୁ କେତେ ହେଲା ଦାମ୍ ?
  • ||
  • ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
  • ||
  • ଦିନରେ ମିଟିଂ, ରାତିରେ କ୍ୟାମ୍ପେନିଂ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସବୁ ଦଳର କସରତ
  • ||
  • ଜ୍ଞାନବାପୀ ମସଜିଦ ମାମଲା : ବାରଣାସୀ କୋର୍ଟରେ ଦାଖଲ ହେବ ସର୍ଭେ ରିପୋର୍ଟ
  • ||

ବ୍ରହ୍ମଗିରି ସାତପଡାଗଡରେ ଭଲିବଲ ଖେଳ ବେଳେ ଗଣ୍ଡଗୋଳକୁ ନେଇ ବୋମାମାଡ

9/09/2018 at 9:56 AM

ପୁରୀ ୯|୯: ପୁଣି ବ୍ରହ୍ମଗିରି ସାତପଡାଗଡରେ ଫୁଟିଲା ବୋମା । ସେହି ଅଞ୍ଚଳର ରାଜକିଶେ।ର ଜେନାଙ୍କ ଘରେ ବେ।ମ।ମାଡ ହୋଇଛି । ବୋମାମାଡରେ ଘରର ଝରକା ଭାଙ୍ଗି ଯାଇଛି । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଘରେ ଥିବା ଲୋକେ । ଗତ ୬ ତାରିଖରେ ଭଲିବଲ ଖେଳ ବେଳେ ହୋଇଥିବା ଗଣ୍ଡଗୋଳକୁ କେନ୍ଦ୍ରକରି ବୋମାମାଡ ହେ।ଇଥିବା ଜଣାପଡିଛି । କଲେଜ ପଡିଆରେ ଛାତ୍ରମାନେ ଖେଳୁଥିବା ବେଳେ କୌଣସି କାରଣରୁ ସାତପଡାଗଡର କିଛି ଛାତ୍ରଙ୍କ ମଧ୍ୟରେ ଗଣ୍ଡଗେ।ଳ ହେ।ଇଥିଲା । ଯେଉଁଥିରେ ଗମ୍ଭାରୀ ଓ ବାଘମୁଣ୍ଡା ଗାଁର ୪ ଛାତ୍ର ଆହତ ହେ।ଇଥିଲେ । ଏହି ଘଟଣାକୁ ନେଇ ୭ ତାରିଖରେ ବୋମା ମାଡ ହେ।ଇଥିଲା । ଏଥିରେ ସାତପଡାଗଡର ବାବୁଲି ଜେନା ଆହତ ହେ।ଇଥିଲେ । ଏନେଇ ଆସନ୍ତାକାଲି ସମାଧାନ ପାଇଁ ଦିନ ଧାର୍ଯ୍ୟ ହେ।ଇଥିଲା । ହେଲେ ସମାଧାନ ପୂର୍ବରୁ ପୁଣି ଫୁଟିଛି ବେ।ମା । ଘଟଣାସ୍ଥଳରେ ସାତପଡା ଫାଣ୍ଡି ଅଧିକ।ରୀ ପହଞ୍ଚି ତନାଘନା କରୁଛନ୍ତି । ବୋମାମାଡ ଘଟମାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

   Related Posts