Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ରାଜଧାନୀରେ ଫୁଟିଲା ବୋମା ; ସହିଦନଗର ପଥରବନ୍ଧ ବସ୍ତିରେ ବୋମାମାଡ

18/12/2018 at 12:23 PM

ଭୁବନେଶ୍ବର ୧୮|୧୨:  ରାଜଧାନୀରେ ଫୁଟିଲା ବୋମା । ଭୁବନେଶ୍ବର ସହିଦନଗର ପଥରବନ୍ଧ ବସ୍ତିରେ ବୋମାମାଡ ହୋଇଛି । ଦୁଇଟି ବାଇକ୍ ରେ ଆସି ବୋମାମାଡ କରିବା ପରେ ୫ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ପ୍ରକାଶ ବିଶୋଇ ବୋମା  କରିଥିବା ସୂଚନା । ନିକଟରେ ପ୍ରକାଶ ଜେଲ୍‌ରୁ ଫେରିଥିଲେ । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।

   Related Posts