ଧାରଣା ବେଳେ ଆଠଗଡ଼ ବ୍ଲକ କାର୍ଯ୍ୟାଳୟ ଉପରକୁ ବୋମା ମାଡ
6/06/2018 at 9:56 AM

ଆଠଗଡ ବ୍ଲକ୍ ଉପରକୁ ବୋମାମାଡ଼ । ଆଜି ମଧ୍ୟାହ୍ନରେ ଦୁର୍ବୁତ୍ତ ମନେ କରି ଫେରାର ହୋଇ ଯାଇଛନ୍ତି । ଢ଼ାଇପୁର ଓ ରାଧାଗୋବିନ୍ଦପୁରର୍ ସରପଞ୍ଚ ମାନଙ୍କ ସହିତ ବିଜେଡିର ଗୋଟିଏ ଗୋଷ୍ଟି ବ୍ଲକ୍ ଘେରାଉ ଜାରି ରଖିଥିବା ବେଳେ cdpo ଅଫିସ ପଟକୁ ଦୁର୍ବୁତ୍ତ ମାନେ ଲଗାତାର ତିନିଗୋଟି ବୋମାମାଡ଼ କରି ପଳାଇଯାଇଥିଲେ,ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି,ବୋମାମାଡ଼ ପରେ ଆନ୍ଦୋଳନ କାରୀ ମାନେ ବ୍ଲକ୍ ଭିତରକୁ ଧସେଇ ପଶିବା ପାଇଁ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ସହିତ ଠେଲା ପେଲା ମଧ୍ୟ ହୋଇଥିଲା,ବ୍ଲକ୍ କାର୍ଯ୍ୟାଳୟ ନିକଟରେ ପୋଲିସ ଫୋର୍ସ ମୃତୟନ କରାଯାଇଛି ।