ପେଟ୍ରୋଲ୍ ପମ୍ପ୍‌ରେ ବୋମାମାଡ : ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର

Published By : Prameya-News7 Bureau | January 15, 2021 IST

ନୟାଗଡ ୧୫।୧: ପେଟ୍ରୋଲ ପମ୍ପରେ ବୋମାମାଡ । ନୟାଗଡ ଖଣ୍ଡପଡା ଥାନା ସିଙ୍ଗାପଡା ପେଟ୍ରୋଲ ପମ୍ପରେ ବୋମାମାଡ ହୋଇଥିବା ସୂଚନା ମିଳିଛି ।

{"id":392526,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ସିଙ୍ଗାପଡାରେ ଥିବା ପେଟ୍ରୋଲ ପମ୍ପରେ ବୋମାମାଡ ହୋଇଛି । ସାମାନ୍ୟ ବଚସାକୁ ନେଇ ପେଟ୍ରୋଲ ପମ୍ପରେ ବୋମାମାଡ ହୋଇଛି । ବୋମା ପକାଇ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ନିଆଁ ଲାଗି ଜଳିଗଲା ପେଟ୍ରୋଲ ପମ୍ପର ମାପଓଜନ ମେସିନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.