କାମାକ୍ଷାନଗର ମହାବିଦ୍ୟାଳୟରେ ବୋମା ମାଡ

Published By : Prameya-News7 Bureau | August 04, 2018 IST

କାମାକ୍ଷାନଗର ୪/୮ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହାବିଦ୍ୟାଳୟରେ ବୋମା ମାଡ ହୋଇଥିବା ଖବର ମିଳିଛି | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ବୋମା ମାଡ ହୋଇଥିବା କୁହାଯାଉଛି | ଏହି ବୋମା ମାଡରେ ଜଣେ ଛାତ୍ର ଓ ଜଣେ ଅଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି | ଘଟଣାସ୍ଥଳରେ ପୋଲିସ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.