ବିଦ୍ୟାଳୟ ନିକଟରୁ ୬ଟି ଅଫୁଟା ବୋମା ଜବତ ; ଗ୍ରାମବାସୀ ଆତଙ୍କିତ
25/01/2019 at 8:58 AM

କେନ୍ଦ୍ରାପଡା ୨୫|୧: କେନ୍ଦ୍ରପଡାରୁ ୬ଟି ଅଫୁଟା ବୋମା ଜବତ ହୋଇଛି । ପାଟକୁରା ଥାନା ଜନଶକ୍ତି ନୋଡାଲ ଉଚ୍ଚ ବିଦ୍ୟାଳୟ ନିକଟରୁ ୬ ଗୋଟି ଅଫୁଟା ବୋମା ପଡିଥିଲା । ଯାହାକୁ ଦେଖି ଗ୍ରାମବାସୀମାନେ ସଙ୍ଗେ ସଙ୍ଗେ ପାଟକୁରା ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପାଟକୁରା ପୋଲିସ ପହଞ୍ଚି ବୋମାକୁ ଜବତ କରିଛି । କିଏ ଓ କାହିଁକି ସେଠାରେ ବୋମା ଫୋପଡିଛି ତାର ଛାନଭିନ ଚଳାଇଛି ପୋଲିସ ।
Related Posts
ଗୋରୁମହିଷାଣୀ ସିଏଚସର ଲକ୍ଷାଧିକ ଟଙ୍କାର ବିଜୁଳି ବିଲ୍ ବକେୟା !
25 January 2021