Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ବୋମା ପ୍ରସ୍ତୁତି ବେଳେ ଚଢାଉ, ୧୫ରୁ ଅଧିକ ବୋମା ଓ ସରଞ୍ଜାମ ଜବତ ସହ ୨ ଅଟକ

28/05/2019 at 8:03 AM

ବ୍ରହ୍ମଗିରି ୨୮|୫: ବ୍ରହ୍ମଗିରି ଅଞ୍ଚଳରେ ବୋମା ପ୍ରସ୍ତୁତ ବେଳେ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୧୫ରୁ ଅଧିକ ବୋମା ଜବତ ହୋଇଛି । ସଦର ଥାନା ଅନ୍ତର୍ଗତ ରାୟଘାଟ ରାସ୍ତା କଉଗାଡ଼ିଆ ଠାରେ ପ୍ରସ୍ତୁତ ହେଉଥିଲା ବୋମା ।

ଖବର ପାଇ ପୋଲିସ ଚଢାଉ କରି ୨ ଜଣଙ୍କୁ ଅଟକ ରଖିବା ସହ ସେମାନଙ୍କ ନିକଟରୁ ବୋମା ତିଆରି ସରଞ୍ଜାମ ଜବତ କରିଛି । ଅଟକ ୨ ଜଣ ହେଲେ କଡ଼ାଜିତ ଗାଁର କାଳୁ ସେଠି ଓ ବସନ୍ତ ପ୍ରଧାନ । ସଦର ପୋଲିସ ବ୍ରହ୍ମଗିରିରେ ପହଂଚି ବୋମା ନିଷ୍କ୍ରିୟକାରୀ ଦଳ ଦ୍ବାରା ବୋମାକୁ ନିଷ୍କ୍ରିୟ କରିଛି ।

   Related Posts