ବୋମା ପ୍ରସ୍ତୁତି ବେଳେ ଚଢାଉ, ୧୫ରୁ ଅଧିକ ବୋମା ଓ ସରଞ୍ଜାମ ଜବତ ସହ ୨ ଅଟକ

Published By : Prameya-News7 Bureau | May 28, 2019 IST

ବ୍ରହ୍ମଗିରି ୨୮|୫: ବ୍ରହ୍ମଗିରି ଅଞ୍ଚଳରେ ବୋମା ପ୍ରସ୍ତୁତ ବେଳେ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୧୫ରୁ ଅଧିକ ବୋମା ଜବତ ହୋଇଛି । ସଦର ଥାନା ଅନ୍ତର୍ଗତ ରାୟଘାଟ ରାସ୍ତା କଉଗାଡ଼ିଆ ଠାରେ ପ୍ରସ୍ତୁତ ହେଉଥିଲା ବୋମା ।

{"id":116749}

ଖବର ପାଇ ପୋଲିସ ଚଢାଉ କରି ୨ ଜଣଙ୍କୁ ଅଟକ ରଖିବା ସହ ସେମାନଙ୍କ ନିକଟରୁ ବୋମା ତିଆରି ସରଞ୍ଜାମ ଜବତ କରିଛି । ଅଟକ ୨ ଜଣ ହେଲେ କଡ଼ାଜିତ ଗାଁର କାଳୁ ସେଠି ଓ ବସନ୍ତ ପ୍ରଧାନ । ସଦର ପୋଲିସ ବ୍ରହ୍ମଗିରିରେ ପହଂଚି ବୋମା ନିଷ୍କ୍ରିୟକାରୀ ଦଳ ଦ୍ବାରା ବୋମାକୁ ନିଷ୍କ୍ରିୟ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.