Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ନରେନ୍ଦ୍ରପୁରରେ ସିରିଜ୍ ବୋମାମାଡ ; ଦୁର୍ବୃତ୍ତ ଫେରାର

21/02/2019 at 9:56 AM

ନିଶ୍ଟିନ୍ତକୋଇଲି ୨୧|୨: କଟକ ଜିଲ୍ଲା ନିଶ୍ଟିନ୍ତକୋଇଲି ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ବଜାରରେ ବୋମାମାଡ଼ ହୋଇଛି । ୫ରୁ ୬ଟି ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ୩ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ହଠାତ୍ ବୋମା ଫିଙ୍ଗି ଚାଲିଯାଇଥିଲେ । ବୋମାମାଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ପ୍ରତିବାଦରେ କଟକ ଜୟପୁର ରାସ୍ତା ସେକ୍ସନ ଅଫିସ୍ ଛକ ନିକଟରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି । ନେମାଳ ପୋଲିସ ଘଟଣାର କରୁଛି ତଦନ୍ତ ।

   Related Posts