ପ୍ରେମ ପାଇଁ ଫୁଟିଲା ବୋମା ! ବୋମାମାଡ଼ କରିବାକୁ ଆସିଥିବା ବେଳେ ହାତରେ ଫୁଟିଗଲା…
10/08/2020 at 7:46 AM

ଜଗତସିଂହପୁର ୧୦।୦୮ : ଜଗତସିଂହପୁର ଡେରିକି ଗୋବରୀ କୁଳ ଗାଁରେ ଅଘଟଣ । ବୋମା ମାଡ଼ କରୁଥିବା ବେଳେ ହାତରେ ବୋମା ଫୁଟି ଜଣେ ଆହତ ହୋଇଛନ୍ତି । ଆହତ ସେହି ଗାଁର ସମରା ରାୟ ବୋଲି ଜଣାପଡିଛି ।
ଆହତ ଅବସ୍ଥାରେ ସମରାଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ ସହଯୋଗୀ ନାଉଗାଁ ପୋଲିସ ଦ୍ୱାରା ଅଟକ ଅଛନ୍ତି । ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଜବତ ହୋଇଛି । ପ୍ରେମ ଜନିତ ଘଟଣାକୁ ନେଇ ବୋମା ମାଡ଼ କରିବାକୁ ଆସିଥିବା ଜଣାପଡିଛି । ଘଟଣାର ତଦନ୍ତ ଜାରି ରହିଛି ।
Related Posts
ଅଭାବନୀୟ ଘଟଣା, ସାମାନ୍ୟ ଝଗଡାକୁ ନେଇ ଭାଇକୁ ତୀର ମାରିଲା ଭାଇ
17 January 2021