କସର୍ଦ୍ଦା ଫାଣ୍ଡି ନିକଟରେ ବୋମାମାଡ, ଜଣକୁ ଅଟକ ରଖି ପଚରାଉଚରା
13/03/2020 at 9:12 AM

ନିଆଳି ୧୩।୩: ନିଆଳି କସର୍ଦ୍ଦା ଫାଣ୍ଡି ନିକଟରେ ବୋମାମାଡ ହୋଇଛି । ବୋମାଟି ଗଛରେ ବାଜି ଫୁଟିଯାଇଥିବା ଜଣାପଡିଛି । ତେବେ ବୋମାମାଡର କାରଣ ଅସ୍ପଷ୍ଟ ରହିଛି ।

ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି । ବୋମାମାଡ ଘଟଣାରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି । ତେବେ କେଉଁ କାରଣ ଯୋଗୁଁ ବୋମା ମାଡ ହୋଇଛି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ ।
Related Posts
ଏଣିକି ସପ୍ତାହକୁ ୩ ଦିନ ଟିକାଦାନ : ସୋମ, ଗୁରୁ ଏବଂ ଶନିବାର ଦିଆଯିବ ଟିକା
22 January 2021