ସରପଞ୍ଚ ପ୍ରାର୍ଥୀ କାର୍ତ୍ତିକ ପଣ୍ଡାଙ୍କ ବାଡିରେ ବୋମାମାଡ, ଅଫୁଟା ବୋମା ଜବତ

Published By : Prameya-News7 Bureau | January 27, 2022 IST

ପୁରୀ ୨୭।୧: ପୁରୀ ସଦର ଥାନା ଚାରିନଳାରେ ବୋମାମାଡ । ସରପଞ୍ଚ ପ୍ରାର୍ଥୀ କାର୍ତ୍ତିକ ପଣ୍ଡାଙ୍କ ବାଡିରେ ବୋମାମାଡ ହୋଇଥିବା ନେଇ ଅଭିଯୋଗ ହୋଇଛି । କାର୍ତ୍ତିକ କାଶୀହରିପୁର ପଞ୍ଚାୟତରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବୋମାମାଡ ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାସ୍ଥଳରୁ ଏକ ଅଫୁଟା ବୋମା ଜବତ କରିଛି ପୋଲିସ । କିଏ ଏହି ବୋମାମାଡ କରିଛି ଏଥିରେ କେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

{"id":579917,"width":754,"height":415,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.