ପୂର୍ବ ଶତ୍ରୁତାକୁ ନେଇ ଗାଁରେ ବୋମାମାଡ଼

Published By : Prameya-News7 Bureau | April 08, 2021 IST

ବ୍ରହ୍ମପୁର ୦୮।୦୪: ଗାଁରେ ଫୁଟିଲା ବୋମା । ବୁଧବାର ବିଳମ୍ବିତ ରାତିରେ ଶ୍ରୀରଙ୍ଗରାଜପୁର ଗାଁରେ ବୋମାମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ରହ୍ମପୁର ସଦର ଥାନା ଗୁରୁଣ୍ଠି ପଞ୍ଚାୟତ ଶ୍ରୀରଙ୍ଗରାଜପୁର ଗାଁରେ ବୋମାମାଡ଼ ହୋଇଥିବା ସୂଚନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କେତେ ଜଣ ଆହତ ହୋଇଛନ୍ତି , ତାହା ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ସୂଚନା ମିଳିଲାହିଁ । । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.