Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||

ସ୍ବିଜରଲାଣ୍ଡରେ ଫସିଛନ୍ତି ବଲିଉଡ୍‌ କଣ୍ଠଶିଳ୍ପୀ: ୧୫ ମିନିଟ୍‌ର ଭିଡିଓରେ ବଖାଣିଲେ ଦୁଃଖ…

21/03/2020 at 4:53 PM

ନୂଆଦିଲ୍ଲୀ୨୧/୩: ସ୍ବିଜରଲାଣ୍ଡରେ ଫଶି ରହିଛନ୍ତି ବଲିଉଡ୍‌ କଣ୍ଠଶିଳ୍ପୀ ମୋନାଲି ଠାକୁର।  କରୋନା ଭାଇରସ୍‌ରେ ପୂରା ବିଶ୍ବ ଆତଙ୍କିତ। ହଜାର ହଜାର ଲୋକ କରୋନା ଆକ୍ରାନ୍ତ ହୋଇ ସାରିଲେଣି। କରୋନା ଭାଇରସ୍ ଯୋଗୁଁ ଦେଶ ବିଦେଶରେ ହଜାର ହଜାର ଲୋକ ଫଶି ରହିଥିବା ଖବର ମଧ୍ୟ ଆସିଛି। ନିକଟରେ କରୋନା ପାଇଁ ଓଡ଼ିଶାର ନବଦମ୍ପତି ମାଲେସିଆ ଏୟାରପୋର୍ଟରେ ଫଶି  ରହିଥିଲେ। ଏହି ସମୟରେ ବଲିଉଡ୍‌ର କଣ୍ଠଶିଳ୍ପୀ ମୋନାଲି ଠାକୁରଙ୍କ ଏକ ଭଡିଓ ସୋସିଆଲ ମିଡିଆରେ ଭାଇରାଲ ହେୁଉଛି। ଯେଉଁଥିରେ ସେ ସ୍ବିଜରଲାଣ୍ଡରେ ଫଶି ରହିଥିବା ସ୍ପଷ୍ଟ ଭାବେ କହିଛନ୍ତି।

ସେହିପରି କଣ୍ଠଶିଳ୍ପୀ କନିକା କପୁର କରୋନା ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ପାର୍ଟିରେ ଯୋଗ ଦେଇଥିଲେ। ଏ ନେଇ ବାଦ ବିବାଦ ଆରମ୍ଭ ହୋଇଯାଇଛି। ଏହି ସମୟରେ କଣ୍ଠଶିଳ୍ପୀ ମୋନାଲି ଠାକୁରଙ୍କ ସ୍ବିଜରଲାଣ୍ଡରେ ଫଶି ରହିବା ବଲିଉଡ୍‌ରେ ଆଲୋଡ଼ନ ସୃଷ୍ଟି କରିଛି। ମୋନାଲି ଠାକୁରଙ୍କ ୧୫ ମିନିଟ୍‌ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଆଧାରରେ କେନ୍ଦ୍ର ସରକାର ମୋନାଲିଙ୍କୁ ସାହଯ୍ୟ କରି​‌ବେ ବୋଲି ସୂଚନା ମିଳିଛି। ମୋନାଲି ନିଜ ଇନଷ୍ଟାରେ ପୋଷ୍ଟ କରିଥିବା ଭିଡିଓରେ କରୋନା ସଂପର୍କରେ କଣ କହୁଛନ୍ତି ଶୁଣନ୍ତୁ….

   Related Posts