Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ବଲିଉଡର ଏହି ୫ ଜଣ ଅଭିନେତ୍ରୀ ପ୍ଲସ ସାଇଜ୍‌ ହେବା ପରେ ମଧ୍ୟ ଲାଗନ୍ତି ହଟ୍‌ ଓ ସେକ୍ସି

20/04/2019 at 4:48 PM

ମୁମ୍ୱାଇ୨୦|୪: ବଲିଉଡ ଅଭିନେତ୍ରୀମାନେ ନିଜ ଫିଗରକୁ ଜିରୋ ଫିଗର କରିବା ପାଇଁ ଜିମ୍‌ରେ କସରତ କରନ୍ତି। କିନ୍ତୁ ବଲିଉଡର ଏହି ୫ଜଣ ଅଭିନେତ୍ରୀ ପ୍ଲସ ସାଇଜ ଫିଗରର ହୋଇ ମଧ୍ୟ ଅତ୍ୟନ୍ତ ସୁନ୍ଦର, ହଟ୍‌ ଓ ସେକ୍ସି ଲାଗନ୍ତି।
ଆୟଶା ଟାକିୟା –
ଏହି ଲିଷ୍ଟରେ ପ୍ରଥମେ ଆୟଶାଙ୍କ ନାଁ ଆସେ, ଆୟଶାଙ୍କ ଫିଗର ପ୍ଲସ ସାଇଜ ହୋଇ ମଧ୍ୟ ସେ ଖୁବ୍‌ ସୁନ୍ଦର ଲାଗନ୍ତି। ୩୨ବର୍ଷର ଆୟଶା ନିଜ ଅଭିନୟ ଓ ସୌନ୍ଦର୍ଯ୍ୟ ପାଇଁ ଖୁବ ଚର୍ଚ୍ଚାରେ ଥିଲେ। “ଟାରଜନ ଦ ୱନଡର କାର”ରୁ ଆୟଶା ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ଅଭିନୟ ପାଇଁ ବେଷ୍ଟ ଡେବ୍ୟୁ ଆୱାର୍ଡ ମଧ୍ୟ ହାସଲ କରିଥିଲେ ଏହି ଅଭିନେତ୍ରୀ। ତାଙ୍କ ଚଳଚ୍ଚିତ୍ର ସହ ଏବେ ନିଜ ସର୍ଜରୀ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରୁହନ୍ତି ଆୟଶା। ତେବେ ବିବାହ ପରେ ଆୟଶା ଟାକିୟା ଫିଲ୍ମରେ ଦେଖା ଯାଉନାହାନ୍ତି ସତ କିନ୍ତୁ ଏବେ ମଧ୍ୟ ଦର୍ଶକ ତାଙ୍କୁ ମନେ ପକାନ୍ତି।
ସନ୍ନୀ ଲିଅନି –
ସନ୍ନୀ ଲିଅନି ବଲିଉଡ ଇଣ୍ଡଷ୍ଟ୍ରୀରେ ପାଦ ଦେବା ପୂର୍ବରୁ ପରଦାରେ ହିଟ୍‌ ଥିଲେ। ଗ୍ଲାମର ୱାଲର୍ଡରେ ଏଣ୍ଟ୍ରି କରିବା ପରେ ସମସ୍ତଙ୍କୁ ପଛରେ ପକାଇଛନ୍ତି ବଲିଉଡର ଏହି ହଟ୍‌ ଅଭିନେତ୍ରୀ। ବଲିଉଡରେ ନିଜ ବୋଲ୍ଡ ଅବତାର ପାଇଁ ସେ ବେଶ ପରିଚିତ।  ଆଜି ବଲିଉଡ ଓ ଟଲିଉଡର ସେ ଜଣେ ନାମିଦାମୀ ଅଭିନେତ୍ରୀ । ପ୍ଲସ ସାଇଜ ସନ୍ନୀ ସବୁବେଳେ ନିଜ ଫିଗର ପାଇଁ ଚର୍ଚ୍ଚାରେ ରୁହନ୍ତି।
ଜରିନ୍‌ ଖାନ –
ବଲିଉଡ ଅଭିନେତ୍ରୀ ଜରିନ୍‌ ଖାନ ସଲମାନ ଖାନଙ୍କ ସହ ଫିଲ୍ମରେ ଅଭିନୟ କରି ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। “ଭୀର” ଫିଲ୍ମରେ ଅଭିନୟ କରି ସେ ବଲିଉଡରେ ଡେବ୍ୟୁ କରିଥିଲେ। ପରଦାର ଜରିନ ବେଶ ବୋଲ୍ଡ ଓ ସୁନ୍ଦର ଦେଖାଯାଆନ୍ତି।
ସୋନାକ୍ଷୀ ସିହ୍ନା –

ଅଭିନେତ୍ରୀ ସୋନାକ୍ଷୀ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଶତ୍ରୁଘ୍ନ ଶିହ୍ନାଙ୍କ ଝିଅ। ସଲମାନ ଖାନଙ୍କ ସହ ଦବଙ୍ଗ ଫିଲ୍ମରେ ଅଭିନୟ କରି ସେ ବଲିଉଡରେ ଡେବ୍ୟୁ କରିଥିଲେ। ସୋନାକ୍ଷୀ ଜଣେ ଏମିତି ଅଭିନେତ୍ରୀ ଯିଏ ନିଜ ପ୍ରତିଭା ପାଇଁ ଚର୍ଚ୍ଚାରେ ରୁହନ୍ତି। ନିଜ ଫିଗର ଠିକ୍‌ କରିବା ପାଇଁ ସେ ଖୁବ ପରିଶ୍ରମ କରିଥିଲେ।  ପ୍ଲସ ସାଇଜ ହୋଇ ମଧ୍ୟ ସେ ବେଶ ବୋଲ୍ଡ ଓ ଆକର୍ଷଣୀୟ ଲାଗନ୍ତି।

ବିଦ୍ୟା ବାଲନ –

ଡର୍ଟି ପିକ୍‌ଚର ଚଳଚ୍ଚିତ୍ରରେ ପ୍ଲସ୍‌ ସାଇଜ୍‌ ଫିଗର ଥାଇ ମଧ୍ୟ ବିଦ୍ୟା ବହୁତ ସୁନ୍ଦର ଲାଗିଥିଲେ। ବଲିଉଡର ବେଷ୍ଟ ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଦ୍ୟା । ଏହି ଫିଲ୍ମରେ ନିଜ ଅଭିନୟ ଦ୍ବାରା ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ।

   Related Posts