Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ଭାରତୀୟ ସେନାକୁ ଏକ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ଲତା ମଙ୍ଗେଶକର

27/02/2019 at 12:49 PM

ମୁମ୍ବାଇ ୨୬/୨: ଭାରତ ରତ୍ନ ଏବଂ କୋକିଳକଣ୍ଠୀ ଲତା ମଙ୍ଗେଶକର ଅପ୍ରେଲ୍ ୨୪ତାରିଖରେ ତାଙ୍କ ବାପା ଦିନାନାଥ ମଙ୍ଗେଶକରଙ୍କ ପୁଣ୍ୟତିଥି ଅବସରରେ ଭାରତୀୟ ସେନାର ଯବାନଙ୍କୁ ଏକ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ। ଫିଲ୍ମ ଷ୍ଟାରମାନେ ବୀରଗତି ପାଇଥିବା ଯବାନଙ୍କ ପରିବାରର ସହାୟତା ପାଇଁ ସବୁବେଳେ ଆଗେଇ ଆସିଛନ୍ତି।

କିଛି ଦିନ ପୂର୍ବରୁ ତାଙ୍କ ଜନ୍ମଦିନରେ ସେ ଲୋକଙ୍କୁ କହିଥିଲେ ଯେ ସେମାନେ ତାଙ୍କୁ ଫୁଲ ଏବଂ ଉପହାର ଦେବା ପରିବର୍ତ୍ତେ ସେହି ଟଙ୍କାକୁ ଯବାନଙ୍କ ପରିବାରକୁ ଦାନ କରନ୍ତୁ। ଲୋକେ ତାଙ୍କ ଅପିଲକୁ ସକରାତ୍ମକ ଭାବେ ଗ୍ରହଣ କରିଥିଲେ। ଆଜି ବି ସେ ଲୋକଙ୍କୁ ସେହି କଥା କହୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରୁ ଅନେକ ଲୋକ ଯବାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ସେ ମଧ୍ୟ ତାଙ୍କ ତରଫରୁ ଏକ ଛୋଟ ପ୍ରଯତ୍ନ କରିଛନ୍ତି।

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳି ଯାଇଥିଲା। ଲତାଜୀ ମଧ୍ୟ ଅତ୍ୟନ୍ତ ଦୁଃଖୀ ହୋଇଯାଇଥିଲେ। ସେ ତାଙ୍କ ସୋଶିଆଲ ମିଡିଆ ମାଧ୍ୟମରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

   Related Posts