ବଲିଉଡରେ ରହିଛି ‘ମାଆ’ର ସ୍ବତନ୍ତ୍ର ପରିଚୟ : ଜାଣନ୍ତୁ ମା’ଙ୍କୁ ନେଇ ଭିନ୍ନ ଭିନ୍ନ ଫିଲ୍ମର ଲୋକପ୍ରିୟ ଡାୟଲଗ୍

Published By : Prameya-News7 Bureau | May 10, 2020 IST

ମୁମ୍ବାଇ ୧୦/୫: ଯଦି କଥା ଫିଲ୍ମରେ ମାଙ୍କ ଭୂମିକାକୁ ନେଇ ପଡ଼ିଥାଏ ତେବେ ମଦର ଇଣ୍ଡିଆ ବିଷୟରେ ଆଲୋଚନା କିପରି ବା ନହେବ। ଏପରି କେବେ ହୋଇପାରିବ ନାହିଁ। ୧୯୫୭ମସିହାରେ ରିଲିଜ ହୋଇଥିବା ଫିଲ୍ମ ମଦର ଇଣ୍ଡିଆରେ ନରଗିସ୍ ମା ଭୂମିକା​ରେ ଅଭିନୟ କରିଥିଲେ। ଏହି ଫିଲ୍ମର ଚରିତ୍ର ଏବଂ ଡାୟଲୋଗ୍ ଆଜି ବି ଲୋକଙ୍କର ମନେ ରହିଛି। ସେହି ଡାୟଲଗ୍ ହେଲା :

{"id":267687,"sizeSlug":"large"}

୧. ‘ଯୁଗ ଯୁଗ ଜିଓ ମେରେ ଲାଲ,ମେରେ ଦୁଧ କା କର୍ଜ ଚୁକାନେ କା ଓ୍ବକ୍ତ ଆଗୟା ହେ’।

୨. ‘ତୁ ମୁଝେ ନହିଁ ମାର ସକତି,ତୁ ମେରି ମା ହେ’

{"id":267688,"sizeSlug":"large"}

ଦିଓ୍ବାର ଫିଲ୍ମର ଡାୟଲଗ୍ ମଧ୍ୟ ଲୋକେ ଭୁଲିପାରିବେ ନାହିଁ। ଦୈନନ୍ଦିନ ଜୀବନରେ ମଧ୍ୟ ଲୋକେ ଏହାକୁ ଭିନ୍ନ ଭିନ୍ନ ସ୍ଥାନରେ ପ୍ରୟୋଗ କରିଥାନ୍ତି। ସେହି ଡାୟଲଗ୍ ହେଲା:

୧. ‘ମେରେ ପାସ୍ ମା ହେ’।

{"id":267689,"width":593,"height":338,"sizeSlug":"large"}

ଫିଲ୍ମ ଲାଓ୍ବାରିସରେ ମଧ୍ୟ ଅମିତାଭଙ୍କ ଏହି ଡାୟଲଗ୍ ଖୁବ୍ ଲୋକପ୍ରିୟ ।

୧. ‘ଅଗର ମା କା ଦୁଧ ପିୟା ହେ ତୋ ସାମନେ ଆ’

{"id":267690,"sizeSlug":"large"}

ଦେବଦାସର କାହାଣି ଅଲଗା ମୁଦ୍ଦାରେ ଥିଲା। କିନ୍ତୁ ମାଙ୍କୁ ନେଇ ଏହି ଡାୟଲଗ୍ ଆଜି ବି ଲୋକପ୍ରିୟ ରହିଛି।

୧. ‘ମା କେ ଦିଲ କୋ ଦୁଖାକେ ଆଜ ତକ୍ କୋଇ ଖୁସ୍ ନହିଁ ରାହା ହେ।’

{"id":267691,"width":582,"height":327,"sizeSlug":"large"}

ମାଆଙ୍କ ତିଆରି ଖାଦ୍ୟର ଆମେ ପ୍ରଶଂସା କରିଥାଉ। କିନ୍ତୁ ହମ୍ ସାଥ ସାଥ ହେଁ ରେ ମଧ୍ୟ ଏକ ଡାୟଲଗ୍ ଥିଲା।

୧.‘ମା କେ ଖାନେ ମେ ଜୋ ସ୍ବାଦ ହେ,ଓ୍ବ ଔର କହିଁ ନହିଁ।’

{"id":267692,"sizeSlug":"large"}

ଶାହରୁଖଙ୍କ ଫିଲ୍ମ ରଇସର ଏହି ଡାୟଲଗ୍ ଯୁବବର୍ଗଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ।

୧. ‘ଅମ୍ମି ଜାନ କେହତି ଥି କୋଇ ଧନ୍ଦା ଛୋଟା ନହିଁ ହୋତା,ଔର ଧନ୍ଦେ ସେ ବଡ଼ା କୋଇ ଧର୍ମ ନହିଁ ହୋତା।’

{"id":267693,"sizeSlug":"large"}

ଅକ୍ଷୟ କୁମାର ଅଭିନୀତ ଏୟାରଲିଫ୍ଟକୁ ଲୋକେ ପ୍ରଶଂସା କରିଛନ୍ତି।

୧. ‘ଚୋଟ ଲଗତି ହେ ନା ତୋ ଆଦମି ମା ମା ହି ଚିଲ୍ଲାତା ହେ ସବସେ ପେହଲେ’

{"id":267694,"sizeSlug":"large"}

୨୦୧୭ମସିହାରେ ରିଲିଜ ହୋଇଥିବା ଫିଲ୍ମ ମମ୍ ଶ୍ରୀଦେବୀଙ୍କ ଶେଷ ଫିଲ୍ମ ଥିଲା। ଏଥିରେ ଏହି ଡାୟଲଗ୍ ଲୋକଙ୍କୁ ଖୁବ୍ ପସନ୍ଦ ଆସିଥିଲା।

୧. ‘ଭଗଓ୍ବାନ ହର ଜଗହ ନହିଁ ହୋତା ହେ,ଇସି ଲିୟେ ତୋ ଉସନେ ମା ବନାୟି ହେ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.