Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପୁଣିଥରେ ମାଆ ହେବାକୁ ଯାଉଛନ୍ତି ଏହି ବଲିଉଡ ଅଭିନେତ୍ରୀ, ସେୟାର କଲେ ଫଟୋ

12/12/2019 at 10:48 AM

ମୁମ୍ବାଇ୧୨|୧୨: ବଲିଉଡ ଅଭିନେତ୍ରୀ ତଥା ମଡେଲ ଲିଜା ହେଡେନ ପୁଣିଥରେ ମା’ ହେବାକୁ ଯାଉଛନ୍ତି। ଲିଜା ପ୍ରଥମରୁ ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି।

କଙ୍ଗନା ରଣାୱତଙ୍କ ସହ ଫିଲ୍ମ କୁଇନ୍‌ରେ ଅଭିନୟ କରି ସେ ଖୁବ ଲୋକପ୍ରିୟତା ହାସଲ କରିଥିଲେ। ଦର୍ଶକ ଲିଜାଙ୍କ ଫିଟ୍‌ନେସ୍‌ ଭିଡିଓ ଦେଖିବା ବହୁତ ପସନ୍ଦ କରନ୍ତି। ଲିଜାଙ୍କ ଭିଡିଓ ଅନେକ ମହିଳାଙ୍କୁ ପ୍ରତ୍ସାହ କରେ।

ନିକଟରେ ଲିଜା ନିଜେ ଇନଷ୍ଟାଗ୍ରାମ ମାଧ୍ୟମରେ ଗର୍ଭବତୀ ହେବା ନେଇ ଖୁଲାସା କରିଛନ୍ତି । ଗର୍ଭବତୀ ଥିବା ଫଟୋ ମଧ୍ୟ ସେ ଫ୍ୟାନଙ୍କ ପାଇଁ ସେୟାର କରିଛନ୍ତି। ସୁସ୍ଥ ସନ୍ତାନ ଜନ୍ମ ଦେବା ପାଇଁ ଓ୍ବାର୍କଆଉଟ୍ କରିବା ସହ ନିଜ ଡାଏଟ୍ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍‌ ବୋଲି ଲିଜା କହିଛନ୍ତି।

ଲିଜାଙ୍କ ଫଟୋ ଅପଲୋଡ୍‌ ହେବାର ୩ ଘଣ୍ଟା ମଧ୍ୟରେ ଅନେକ ଲାଇକ୍ ଓ କମେଣ୍ଟ ଆସିଛି। ଖୁବ କମ ସମୟ ମଧ୍ୟରେ ଲିଜା ଦ୍ୱିତୀୟଥର ପାଇଁ ମା’ ହୋଇଛନ୍ତି। ଲିଜାଙ୍କ ଫିଟ୍‌ନେସ ଦେଖି ଫ୍ୟାନ୍ ଆଶ୍ଚର୍ୟ୍ୟ ହୋଇଛନ୍ତି।

   Related Posts