Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ଉପରେ ରାଗିଲେ ଶାହରୁଖ ଖାନ, କହିଲେ ଏମିତି କଥା

13/11/2019 at 8:18 AM

ମୁମ୍ବାଇ୧୨|୧୧: ଅଭିନେତା ଶାହରୁଖ ଖାନ ଆଜିକାଲି ସୋସିଆଲ ମିଡିଆର ଷ୍ଟାର ହୋଇଛନ୍ତି। ଏବେ ତାଙ୍କ ପ୍ରତ୍ୟେକ ଭିଡିଓ ଓ ଫଟୋ ସମସ୍ତ ଦର୍ଶକଙ୍କୁ ଆକର୍ଷିତ କରୁଛି। ନିକଟରେ ଅଭିନେତାଙ୍କର ଟୁଇଟ୍‌ ସାମ୍ନାକୁ ଆସିଛି। ଏହି ଟୁଇଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଟୁଇଟ କରିଥିବା ଭିଡିଓରେ ଶାହରୁଖ ଖାନ ଫିଲ୍ମ ବାଲାର ଅଭିନେତା ଆୟୁଷ୍ମା ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପଙ୍କ ଉପରେ ରାଗିବା ଦେଖାଯାଇଛି।

ଏହି ଭିଡିଓ ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଛନ୍ତି। ଶାହରୁଖ ଖୁବ ମଜା ମସ୍ତିରେ ଭିଡିଓରେ କହିଛନ୍ତି ଯେ, ସବ ଚିଜେଁ ଠିକ୍‌ ହୈ ଲେକିନ ବାତ ଜବ ବାଲ ତକ ଆତି ପହଞ୍ଚତି ହୈ ତୋ ୱ ପର୍ସନାଲି ଲେ ଲେତି ହୈଁ। ସୂଚନାଯୋଗ୍ୟ ଯେ, ତାହିରା ଶାହରୁଖଙ୍କ ସହ କିଛି ଫଟୋ ସେୟାର କରିଛନ୍ତି। ତାହିରା ଫଟୋରେ କ୍ୟାପସନ ଦେଇଛନ୍ତି ଯେ, ଚମକଦାର କେଶ ପାଇଁ ସେ ଶାହରୁଖଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।

ଏନେଇ କିଙ୍ଗ ଖାନ ମଜା ମସ୍ତିରେ ଏମିତି ରାଗ ପ୍ରକାଶ କରିଥିଲେ। ଶାହରୁଖଙ୍କର ଏହି ଟୁଇଟ୍‌ ଖୁବ ଭାଇରାଲ ହେଉଛି। ଏହି ଟୁଇଟ୍‌ ଦେଖି ତାହିରା ହସ କଣ୍ଟ୍ରୋଲ କରିପାରୁନାହାନ୍ତି। ଶେଷ ଥର ପାଇଁ ଶାହରୁଖ ଖାନ ଫିଲ୍ମ ଜିରୋରେ ନଜର ଆସିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ କିଛି ଖାସ ଆୟ କରିନଥିଲା। ଏବେ ଶାହରୁଖଙ୍କ ଆଗାମୀ ଫିଲ୍ମ ଡନ ୩ ରିଲିଜ ହେବା ନେଇ ଦର୍ଶକ ଅପେକ୍ଷାରେ ଅଛନ୍ତି।      

 

   Related Posts