ଅନୁପମ ଖେର କହିଲେ ଜୟ ହୋ, ବଲିଉଡରେ ପଜିଟିଭ୍ ରିଆକ୍ସନ
6/12/2019 at 11:58 AM

ହାଇଦ୍ରାବାଦ ୦୬।୧୨: ହାଇଦ୍ରାବାଦ ଗଣଦୁଷ୍କର୍ମ ର ଚାରି ଅଭିଯୁକ୍ତ ପୋଲିସ ଏନକାଉଣ଼୍ଟରରେ ନିହତ ଘଟଣାସ୍ଥଳରେ ତଦନ୍ତ ବେଳେ ଖସିଯିବାକୁ ଚେଷ୍ଟା କରି ପୋଲିସ ଗୁଳିରେ ଟଳି ପଡିଛନ୍ତି ଚାରି ଅଭିଯୁକ୍ତ । ପୋଲିସର ଏହି ଏନାକାଉଣ୍ଟରରେ ବଲିଉଡ କଳାକାର ନିଜ ନିଜ ବିଚାର ରଖିଛନ୍ତି ।
ବଲିଉଡ ଅଭିନେତା ଅନୁପର ଖେର ଟ୍ବିଟ କରି କହିଛନ୍ତି ଯେ, ଜୟ ହୋ, ଯେଉଁମାନେ ଅପରାଧ ପାଇଁ ପାର୍ଟି ଖୋଲିଥିଲେ, ସମସ୍ତେ ଏକା ସାଙ୍ଗରେ କୁହନ୍ତୁ ଜୟ ହୋ…
ରିଷି କପୁର ଟ୍ବିଟ କରି କହିଛନ୍ତି ଯେ, ତେଲେଙ୍ଗାନା ପୋଲିସକୁ ମୋ ତରଫରୁ ଶୁଭେଚ୍ଛା
ଅଭିନେତ୍ରୀ ହଂସିକା ଟ୍ବିଟ କରି କହିଛନ୍ତି ଯେ, ତେଲେଙ୍ଗାନା ପୋଲିସକୁ ମୋ ତରଫରୁ ଶୁଭେଚ୍ଛା
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021