Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ଅନୁପମ ଖେର କହିଲେ ଜୟ ହୋ, ବଲିଉଡରେ ପଜିଟିଭ୍ ରିଆକ୍ସନ

6/12/2019 at 11:58 AM

ହାଇଦ୍ରାବାଦ ୦୬।୧୨: ହାଇଦ୍ରାବାଦ ଗଣଦୁଷ୍କର୍ମ ର ଚାରି ଅଭିଯୁକ୍ତ ପୋଲିସ ଏନକାଉଣ଼୍ଟରରେ ନିହତ ଘଟଣାସ୍ଥଳରେ ତଦନ୍ତ ବେଳେ ଖସିଯିବାକୁ ଚେଷ୍ଟା କରି ପୋଲିସ ଗୁଳିରେ ଟଳି ପଡିଛନ୍ତି ଚାରି ଅଭିଯୁକ୍ତ । ପୋଲିସର ଏହି ଏନାକାଉଣ୍ଟରରେ ବଲିଉଡ କଳାକାର ନିଜ ନିଜ ବିଚାର ରଖିଛନ୍ତି ।  

ବଲିଉଡ ଅଭିନେତା ଅନୁପର ଖେର ଟ୍ବିଟ କରି କହିଛନ୍ତି ଯେ, ଜୟ ହୋ, ଯେଉଁମାନେ ଅପରାଧ ପାଇଁ ପାର୍ଟି ଖୋଲିଥିଲେ, ସମସ୍ତେ ଏକା ସାଙ୍ଗରେ କୁହନ୍ତୁ ଜୟ ହୋ…

ରିଷି କପୁର ଟ୍ବିଟ କରି କହିଛନ୍ତି ଯେ, ତେଲେଙ୍ଗାନା ପୋଲିସକୁ ମୋ ତରଫରୁ ଶୁଭେଚ୍ଛା


ଅଭିନେତ୍ରୀ ହଂସିକା ଟ୍ବିଟ କରି କହିଛନ୍ତି ଯେ,  ତେଲେଙ୍ଗାନା ପୋଲିସକୁ ମୋ ତରଫରୁ ଶୁଭେଚ୍ଛା  

   Related Posts