Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବୋଲେରୋ ; ୬ ଆହତ

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବୋଲେରୋ … ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି … କେନ୍ଦ୍ରାପଡାରୁ ବରଯାତ୍ରୀ ଫେରୁଥିବା ଏକ ବୋଲେରୋ ଜଗତସିଂହପୁର ଛାପଡା ନିକଟରେ ଏକ ଖୁଣ୍ଟରେ ପିଟି ହୋଇଥିଲା … ଆହତ ମାନଙ୍କୁ ପ୍ରଥମେ ଜଗତସିଂହପୁର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି …

   Related Posts