Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଘର ବାହାରେ ଜଳିଗଲା ବୋଲେରୋ, କେହି ଜାଳି ଦେଇଥିବା ଅଭିଯୋଗ

7/07/2020 at 1:19 PM

ବଡ଼ବିଲ ୦୭।୦୭: ଘର ବାହାରେ ଜଳିଗଲା ବୋଲେରୋ । ବଡ଼ବିଲ ଥାନା ପିଏଚଡି ଥାନା ସୁକଦେବ ଖାଣ୍ଡିତ୍ ନାମକ ଜଣେ ବ୍ୟକ୍ତିଙ୍କ ଏକ ବୋଲେରୋ ଗାଡ଼ିକୁ କେହି ଦୃବୃର୍ତ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ବୋଲେରୋର ଆଗଭାଗ ସଂପୂର୍ଣ୍ଣ ପୋଡ଼ିଯାଇଛି । ବିଳମ୍ବିତ ରାତିରେ ଏହିଭଳି ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ପ୍ରତିଦିନ ଭଳି ଗତକାଲି ସଂଧ୍ୟାରେ ଓଡି 09 ଏ 0550 ନମ୍ବର ଥିବା ନିଜର ଧଳାରଙ୍ଗର ବୋଲେରୋ ଗାଡ଼ିକୁ ଘର ବାହାରେ ଛିଡ଼ା କରିଥିଲେ ସୁକଦେବ । ତେବେ ରାତି ପ୍ରାୟ ୩ଟା ବେଳେ, ତାଙ୍କ ବୋଲେରୋ ଜଳୁଥିବା ଜାଣିବା ପରେ ପାଣି ପକାଇ ନିଆଁକୁ ଆୟତ୍ତ କରିଥଲେ । ମାତ୍ର ସେତେବେଳକୁ ଗାଡିର ଆଗରେ ଥିବା ୨ଟି ଟାୟାର, ଡାସବୋର୍ଡ ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା । ତେବେ କେହି ଦୃବୃର୍ତ ଏଭଳି କରିଥିବା ସୁକଦେବ ଅଭିଯୋଗ କରିଥିବା ବେଳେ । କିଏ ଓ କାହିଁକି ଏହି ଅଘଟଣ ଭିଆଇଲା ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।   

 

   Related Posts