ରାସ୍ତାରେ ଓଲଟିଲା ବୋଲେରୋ: ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

Published By : Prameya-News7 Bureau | November 13, 2020 IST

ନୀଳଗିରି୧୩/୧୧: ରାସ୍ତାରେ ଓଲଟିଲା ବୋଲେରୋ। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର। ବାଲେଶ୍ବର ଜିଲ୍ଲା ସେରଗଡ଼ - ଉଦଳା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବୋଲେରୋଟି ଓଲଟି ପଡିଥିଲା। ଏହି ବୋଲେରୋଟି ଦ୍ରୁତଗତିରେ ଗତକାଲି ମଧ୍ୟରାତ୍ରରେ ସେରଗଡ଼ରୁ ଉଦଳା ଅଭୂମୁଖେ ଯାତ୍ରା କରୁଥିବା ବେଳେ ଭାରସାମ୍ୟ ହରାଇ ଚନ୍ଦ୍ରପୁରୁ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡି ଭିତରେ ଆଉ କେହି ନଥିଲେ। ବରମପୁର ପୋଲିସ ଏ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପହଞ୍ଚି ପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.