Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ରାସ୍ତାରେ ଓଲଟିଲା ବୋଲେରୋ: ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

13/11/2020 at 11:24 AM

ନୀଳଗିରି୧୩/୧୧: ରାସ୍ତାରେ ଓଲଟିଲା ବୋଲେରୋ। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର। ବାଲେଶ୍ବର ଜିଲ୍ଲା ସେରଗଡ଼ – ଉଦଳା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବୋଲେରୋଟି ଓଲଟି ପଡିଥିଲା। ଏହି ବୋଲେରୋଟି ଦ୍ରୁତଗତିରେ ଗତକାଲି ମଧ୍ୟରାତ୍ରରେ ସେରଗଡ଼ରୁ ଉଦଳା ଅଭୂମୁଖେ ଯାତ୍ରା କରୁଥିବା ବେଳେ ଭାରସାମ୍ୟ ହରାଇ ଚନ୍ଦ୍ରପୁରୁ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡି ଭିତରେ ଆଉ କେହି ନଥିଲେ। ବରମପୁର ପୋଲିସ ଏ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପହଞ୍ଚି ପାରିନାହିଁ।

   Related Posts