ଚୋରା ବୋଲେରୋ ଧକ୍କାରେ ବାପା ଝିଅ ଓ ପୁଅ ମୃତ

Published By : Prameya-News7 Bureau | October 28, 2019 IST

ବଡବିଲ୍‌ - ଯୋଡା ଗଣେଶ ଭବନ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଛୁରି ଦେଖାଇ ବୋଲେର ଚୋରି କରୁଥିବା ବେଳେ ଏହା ରାସ୍ତାରେ ବାଇକ୍‌ରେ ଯାଉଥିବା ବାପା ଝିଅ ଓ ପୁଅ ଉପରେ ଚଢି ଯାଇଥିଲା । ଘଟଣାସ୍ଥଳରେ ବାପ ଝିଅ ଓ ପୁଅର ମୃତ୍ୟୁ ହୋଇଛି ।

ଏହି ବୋଲେରଟି ଚୋରା ବୋଲେର । ଲୁଟେରାମାନେ ଛୁରା ଦେଖାଇ ଏହି ବୋଲେରଟିକୁ ଚୋରି କରୁଥିଲେ । ଏହି ଦୁର୍ଘଟଣାରେ ଡ୍ରାଇଭର୍‌ ଆହତ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.