Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଡେଥ୍ ଜୋନ୍ ପାଲଟିଛି ବଲାଙ୍ଗିର ଲୁଥୁରବନ୍ଧ ବ୍ରିଜ୍

29/08/2019 at 3:37 PM

ବଲାଙ୍ଗିର ୨୯୮: ଡେଥ୍‌ ଜୋନ୍ ପାଲଟିଛି ସେତୁ । ଟିଟିଲାଗଡରୁ କେସିଙ୍ଗାକୁ ସଂଯୋଗ କରୁଥିବା ଏନଏଚ୍‌୨୬ ନିକଟରେ ପଡୁଥିବା ଲୁଥୁରବନ୍ଧ ବ୍ରିଜ ଏବେ ପାଲଟିଛି ଡେଥ୍‌ ଜୋନ୍।

ତେଲ ନଦୀ ଉପରେ ନୂତନ ଭାବରେ ତିଆରି ହୋଇଥିବା ଲୁଥୁର ବନ୍ଧ ବ୍ରିଜ୍ ହେବା ଫଳରେ ଦୁଇ ଜିଲ୍ଲା ବଲାଙ୍ଗୀର ଓ କଳାହାଣ୍ଡିର ଦୂରତା ପାଖାପାଖି ୨୩ କିଲୋମିଟର ଦୂରତା କମିଗଲା । ଦୁଇ ଜିଲ୍ଲାର ଦାବିକୁ ସରକାର ତେଲ ନଦୀରେ ବ୍ରିଜ୍ ତିଆରି କରି ପୂରଣ କଲେ ସତ କିନ୍ତୁ ଏବେ ବ୍ରିଜଟି ଅଧପନ୍ତରିଆ ଭାବରେ ପଡିରହିଥିବାରୁ ଏହା ଏବେ ମରଣ ଜନ୍ତା ପାଲଟିଛି ।

ବ୍ରିଜଟି ଦୁଇ ଜିଲ୍ଲାର ସଂପର୍କକୁ ଆହୁରି ନିକଟତର କରୁଥିବା ବେଳେ ଏପଟେ କିନ୍ତୁ କାମ ଅଧପନ୍ତରିଆ ହୋଇଥିବା ସହ ଡେଥ୍‌ ଜୋନ୍ ପାଲଟିଛି ।

   Related Posts