ଡେଥ୍ ଜୋନ୍ ପାଲଟିଛି ବଲାଙ୍ଗିର ଲୁଥୁରବନ୍ଧ ବ୍ରିଜ୍

Published By : Prameya-News7 Bureau | August 29, 2019 IST

ବଲାଙ୍ଗିର ୨୯୮: ଡେଥ୍‌ ଜୋନ୍ ପାଲଟିଛି ସେତୁ । ଟିଟିଲାଗଡରୁ କେସିଙ୍ଗାକୁ ସଂଯୋଗ କରୁଥିବା ଏନଏଚ୍‌୨୬ ନିକଟରେ ପଡୁଥିବା ଲୁଥୁରବନ୍ଧ ବ୍ରିଜ ଏବେ ପାଲଟିଛି ଡେଥ୍‌ ଜୋନ୍।

{"id":150544}

ତେଲ ନଦୀ ଉପରେ ନୂତନ ଭାବରେ ତିଆରି ହୋଇଥିବା ଲୁଥୁର ବନ୍ଧ ବ୍ରିଜ୍ ହେବା ଫଳରେ ଦୁଇ ଜିଲ୍ଲା ବଲାଙ୍ଗୀର ଓ କଳାହାଣ୍ଡିର ଦୂରତା ପାଖାପାଖି ୨୩ କିଲୋମିଟର ଦୂରତା କମିଗଲା । ଦୁଇ ଜିଲ୍ଲାର ଦାବିକୁ ସରକାର ତେଲ ନଦୀରେ ବ୍ରିଜ୍ ତିଆରି କରି ପୂରଣ କଲେ ସତ କିନ୍ତୁ ଏବେ ବ୍ରିଜଟି ଅଧପନ୍ତରିଆ ଭାବରେ ପଡିରହିଥିବାରୁ ଏହା ଏବେ ମରଣ ଜନ୍ତା ପାଲଟିଛି ।

{"id":150545}

ବ୍ରିଜଟି ଦୁଇ ଜିଲ୍ଲାର ସଂପର୍କକୁ ଆହୁରି ନିକଟତର କରୁଥିବା ବେଳେ ଏପଟେ କିନ୍ତୁ କାମ ଅଧପନ୍ତରିଆ ହୋଇଥିବା ସହ ଡେଥ୍‌ ଜୋନ୍ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.