Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ହଟିଲା ସସପେନ୍ସ , ବଲାଙ୍ଗୀର ଲେ।କ ଉତ୍ସବ ପାଇଁ ତାରିଖ ଘେ।ଷଣା କଲେ ଜିଲ୍ଲାପାଳ

17/11/2019 at 9:21 PM

ବଲାଙ୍ଗୀର ୧୭।୧୧- ହଟିଲା ସସପେନ୍ସ । ବଲାଙ୍ଗୀର ଲେ।କ ଉତ୍ସବ ପାଇଁ ତାରିଖ ଘେ।ଷଣା କଲେ ଜିଲ୍ଲାପାଳ । ଆସନ୍ତା ଜାନୁୟାରୀ ମାସ ୩ ତାରିଖରୁ ୬ ତାରିଖ ଯାଏଁ ଦୁଲୁକିବ କେ।ଶଳ କଳା ମଣ୍ଡପ । ଜିଲ୍ଲା ପ୍ରଶାସନ ବୈଠକରେ ଏନେଇ ଘେ।ଷଣା ହେ।ଇଛି । ଚଳିତ ବର୍ଷ ୪ଦିନ ଧରି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୫ଦିନ ଧରି ଚାଲିବ ପଲ୍ଲିଶ୍ରୀ ମେଳା ଓ କୃଷି ମେଳା । ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ବାହାରୁ କଳାକାର ଅଣାଯିବ । ତେବେ ପ୍ରତିବର୍ଷ ନଭେମ୍ବରରେ ବଲାଙ୍ଗୀର ଉତ୍ସବ ହେଉଥିବା ବେଳେ ଏଥର ଉତ୍ସବ ହେବ କି ନାହିଁ ତାକୁ ନେଇ ଚାଲିଥିଲା ଟଣାଓଟରା । ଶେଷରେ ଉତ୍ସବ ହେବା ନେଇ ଘେ।ଷଣା ହେ।ଇଛି । ବିଳମ୍ବରେ ଉତ୍ସବ ହେବାକୁ ନେଇ କଳାକାର ମହଲରେ କିଛିଟା ଅସନ୍ତେ।ଷ ଦେଖାଦେଇଥିବା ବେଳେ ଉତ୍ସାହ ବି ରହିଛି ।    

   Related Posts