Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କମେଣ୍ଟ ମରାକୁ ନେଇ ବଲାଙ୍ଗୀର କଣ୍ଟାବାଞ୍ଜି କେ.ଭି କଲେଜରେ ଛାତ୍ର ଅଶାନ୍ତି

21/08/2018 at 3:02 PM

ବଲାଙ୍ଗୀର କଣ୍ଟାବାଞ୍ଜି କେ.ଭି କଲେଜରେ ଛାତ୍ର ଅଶାନ୍ତି । କଲେଜରେ ଅଣ ଛାତ୍ର ପ୍ରବେଶ ଓ ବିଭିନ୍ନ ସମସ୍ୟାକୁ ନେଇ ତାତିଛନ୍ତି ଛାତ୍ରଛାତ୍ରୀ । ଅଣ ଛାତ୍ର ପ୍ରବେଶକୁ ନେଇ କଲେଜରେ ଅଶାନ୍ତି ଦେଖିବାକୁ ମିଳିଛି । ଅଣଛାତ୍ରମାନେ କଲେଜରେ ପ୍ରବେଶ କରି ଛାତ୍ରୀମାନଙ୍କୁ କମେଣ୍ଟ ମାରୁଥିବା ଅଭିଯେ।ଗ ହେ।ଇଛି । ବିରେ।ଧ କଲେ ଛାତ୍ରଙ୍କୁ ମାରପିଟ କରୁଛନ୍ତି ଅଣଛାତ୍ର । ଯାହାକୁ ନେଇ କଲେଜ ଗେଟରେ ତାଲା ପକାଇବା ସହ ଟାୟାର ଜାଳି ବିକ୍ଷେ।ଭ କରିଛନ୍ତି । ସେହିପରି କଲେଜରେ ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ତା’ର ସମାଧାନ କରାଯାଉନଥିବା ଅଭିଯେ।ଗ ହେ।ଇଛି । ଏନେଇ କଲେଜ କର୍ତ୍ତୁପକ୍ଷଙ୍କ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

   Related Posts