ଝିମିଟି ଖେଳରୁ ମହାଭାରତ : ସାମାନ୍ୟ କଥା ପାଇଁ ଗାଁ ଦାଣ୍ଡ ହେଲା ରକ୍ତରଞ୍ଜିତ, ଲିଭିଗଲା ୨ ଜୀବନ

ବଲାଙ୍ଗୀର,୨୪/୦୧: ବଲାଙ୍ଗିର ଜରାସିଂଘା ଗାଁରେ ଘଟିଥିବା ଡବଲ ମର୍ଡର ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଆଇନ ଶୃଙ୍ଖଳା ପରିସ୍ଥିତିରୁ ଘଟଣା ସ୍ଥଳରେ ୧ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଦୁଇ ମୃତକଙ୍କ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ବଲାଙ୍ଗୀର ଭୀମ ଭୋଇ ହସ୍ପିଟାଲକୁ ପଠାଇଛି ପୋଲିସ । ସେପଟେ ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । ଗାଁ ର ଦୁଇ ଜଣଙ୍କ ହତ୍ୟା ପରେ ଜରାସିଂହ … Continue reading ଝିମିଟି ଖେଳରୁ ମହାଭାରତ : ସାମାନ୍ୟ କଥା ପାଇଁ ଗାଁ ଦାଣ୍ଡ ହେଲା ରକ୍ତରଞ୍ଜିତ, ଲିଭିଗଲା ୨ ଜୀବନ