କୋଣାର୍କ ଚନ୍ଦ୍ରଭାଗାଠାରେ ୨୪ତମ ବୋଇତ ବନ୍ଦାଣ ଉତ୍ସବ ପାଳିତ
23/11/2018 at 9:50 AM

କୋଣାର୍କ ୨୩|୧୧: କୋଣାର୍କ ଚନ୍ଦ୍ରଭାଗାଠାରେ ଆଜି ୨୪ତମ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି । ପରମ୍ପରା ଅନୁଯାଇ ଓଡିଶାର ସାଧବ ପୁଅମାନେ ବୋଇତ ମାଧ୍ୟମରେ ବିଦେଶକୁ ତଥା ଜାଭା, ସୁମାତ୍ରା, ବାଲି ଆଦି ଦେଶକୁ ବାଣିଜ୍ୟ କରିବାକୁ ଯାଇଥାନ୍ତି l ସାଧବ ବୋହୂମାନେ ସାଧବ ପୁଅ ମାନଂକୁ ବୋଇତରେ ବନ୍ଦାପନା କରି ମେଲାଣି ଦେଇଥାନ୍ତି । ଏହି ପରମ୍ପରାକୁ ମନେପକାଇ ଚନ୍ଦ୍ରଭାଗାରେ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା l
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021