ବଡବିଲରେ ଧୁମ୍‌ଧାମ୍‌ରେ ପାଳିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ

Published By : Prameya-News7 Bureau | November 23, 2018 IST

କେନ୍ଦୁଝର ୨୩|୧୧:   ବଡବିଲରେ ବୋଇତ ବନ୍ଦାଣ ଉତ୍ସବ ଧୁମଧାମରେ ପାଳିତ ହୋଇଛି । ବଡି ଭୋରରୁ କାରୋ ନଦୀର କାରୁବାକୀ ଘାଟରେ ଶ୍ରଦ୍ଧାଳୁମାନେ ଏକର୍ତିତ ହୋଇ ଡଙ୍ଗା ଭସାଇବା ସହ ଓଡିଶାର ଗୌରବମୟ ନୌବାଣିଜ୍ୟ ଇତିହାସକୁ ମନେପକାଇଛନ୍ତି । କଳା କଳ୍ପନା ଅନୁଷ୍ଠାନ ପକ୍ଷରୁ ଏବର୍ଷ ୧୬ ଫୁଟର ବଇତ ପ୍ରସ୍ତୁତ କରାଯାଇଥିଲା । ମହିଳାମାନେ ପାନ, ଗୁଆ, କଉଢି ସହ ଧୁପ ଦୀପ ଦେଇ ବନ୍ଦାପନା କରିବା ପରେ ଡଙ୍ଗା ଭସାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.