ଗତକାଲି ଭଦ୍ରକରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୫ ଛାତ୍ରଛାତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ

Published By : Prameya-News7 Bureau | July 20, 2018 IST

ଭଦ୍ରକରେ ସ୍କୁଲ ପିଲାଙ୍କ ମୃତ୍ୟୁ ଘଟଣାରେ ଅସୁରା ଗାଁ ମଶାଣିରେ ମୃତ ୫ ଛାତ୍ରଛାତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି | ମୃତ ସତ୍ୟବ୍ରତ ବାରିକଙ୍କ ମୃତଦେହକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଥିବା ବେଳେ ଅନ୍ୟ ୪ଟି ମୃତଦେହକୁ ଅସୁରା ଗାଁକୁ ନିଆଯାଇଛି | ଗାଁ ମଶାଣିରେ ସେମାନଙ୍କ ଶବଦାହ କରାଯାଇଛି | ଶବଦାହ ବେଳେ କାନ୍ଦ ବୋବାଳିରେ ଫାଟି ପଡୁଥିଲା ପୁରା ଅଂଚଳ | ଗତକାଲି ଭଦ୍ରକ ଡାକ୍ତରଖାନାରେ ମୃତ ଛାତ୍ରଛାତ୍ରୀଙ୍କ ସବା ବ୍ୟବଚ୍ଛେଦ କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.