ପାରାଦୀପ ସମୁଦ୍ର ମୁହାଣରେ ଓଲଟାଇଲା ଡଙ୍ଗା ; ଜଣେ ନିଖୋଜ
4/09/2018 at 12:24 PM

ପାରାଦୀପ ୪/୯ : ପାରାଦୀପ ସମୁଦ୍ର ମୁହାଣରେ ଓଲଟାଇଲା ଡଙ୍ଗା | ମାଛ ଧାରା ଡଙ୍ଗା ଓଲଟି ଜଣେ ନିଖୋଜ ହୋଇଥିବା ସୂଚନା ମିଳିଛି | ଡଙ୍ଗାରେ ୬ ଜଣ ମତ୍ସ୍ୟଜୀବୀ ଥିଲେ | ତେବେ ଡଙ୍ଗା ଓଲଟାଇବା ପରେ ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି | ନିଖୋଜ ବ୍ୟକ୍ତି ହେଲେ ଏରୀପିଲା ଜଗନ୍ନାଥ | ମାଛ ଧରିବାକୁ ଯାଇଥିବା ବେଳେ ସମୁଦ୍ର ଲହଡାରେ ପିଟି ହୋଇ ଡଙ୍ଗାଟି ଓଲଟି ପଡିଥିଲା | ନିଖୋଜ ବ୍ୟକ୍ତିଙ୍କ ଖୋଜାଖୋଜି ଚାଲିଛି |
Related Posts
ଜୟପୁର ସବ୍ ଜେଲରେ ରେଡ୍, ଏସ୍ପି ଓ ଉପ ଜିଲ୍ଲାପାଳ ସାମିଲ
18 April 2021
ପୋଖରୀରେ ଭାସୁଛି ମୃତଦେହ, କାରଣ ଅସ୍ପଷ୍ଟ
18 April 2021
ଫେରୁଛି ତାତି, ସପ୍ତାହେ ଯାଏଁ ଛଟପଟ କରିବ
18 April 2021