ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ-ବାଇଡେନ ଆଲୋଚନା : ଭାରତର କରୋନା ମୁକାବିଲାକୁ ପ୍ରଶଂସା କଲେ ୟୁଏସ ରାଷ୍ଟ୍ରପତି
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୭୫ କରୋନା ପଜିଟିଭ୍
  • ||
  • ମଙ୍ଗଳବାରଠୁ ଗ୍ରାଁପ୍ରି-୪ : ଇଭେଣ୍ଟରେ ଭାଗନେବେ ବିଭିନ୍ନ ରାଜ୍ୟର ଖେଳାଳି
  • ||
  • ହରିଦ୍ୱାରରେ ଅସ୍ଥି ବିସର୍ଜନ କରି ଫେରୁଥିଲେ, ରାସ୍ତାରେ ଧକ୍କା ଦେଲା ଟ୍ରକ୍ : ୬ ମୃତ
  • ||
  • ଗଛରେ ପିଟିହେଲା କାର, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ
  • ||
  • ଶିଖର ଧାଓ୍ୱନଙ୍କୁ ଦଳରେ ମିଳିଲାନି ଜାଗା : ପ୍ରଶ୍ନ ଉଠାଇଲେ ସୁରେଶ ରାଇନା
  • ||
  • ମଙ୍ଗଳବାର କ୍ୱାଡ୍ ସମ୍ମିଳନୀ : ୩ ବିଶ୍ୱନେତାଙ୍କ ସହ ଆଲୋଚନା କରିବେ ମୋଦୀ
  • ||
  • ରାଜ୍ୟରେ କମିବ ତାତି, ଭିଜାଇବ କାଳବୈଶାଖୀ ବର୍ଷା
  • ||

ପାରାଦୀପ ସମୁଦ୍ର ମୁହାଣରେ ଓଲଟାଇଲା ଡଙ୍ଗା ; ଜଣେ ନିଖୋଜ

4/09/2018 at 12:24 PM

ପାରାଦୀପ ୪/୯ : ପାରାଦୀପ ସମୁଦ୍ର ମୁହାଣରେ ଓଲଟାଇଲା ଡଙ୍ଗା | ମାଛ ଧାରା ଡଙ୍ଗା ଓଲଟି ଜଣେ ନିଖୋଜ ହୋଇଥିବା ସୂଚନା ମିଳିଛି | ଡଙ୍ଗାରେ ୬ ଜଣ ମତ୍ସ୍ୟଜୀବୀ ଥିଲେ | ତେବେ ଡଙ୍ଗା ଓଲଟାଇବା ପରେ ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି | ନିଖୋଜ ବ୍ୟକ୍ତି ହେଲେ ଏରୀପିଲା ଜଗନ୍ନାଥ | ମାଛ ଧରିବାକୁ ଯାଇଥିବା ବେଳେ ସମୁଦ୍ର ଲହଡାରେ ପିଟି ହୋଇ ଡଙ୍ଗାଟି ଓଲଟି ପଡିଥିଲା | ନିଖୋଜ ବ୍ୟକ୍ତିଙ୍କ ଖୋଜାଖୋଜି ଚାଲିଛି |

   Related Posts