Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଚିତ୍ରକୋଣ୍ଡା ଅଣ୍ଡ୍ରାପାଲି ପଞ୍ଚାୟତ ଓରାପଦର ଘାଟରେ ବୁଡିଲା ଡଙ୍ଗା, ୩ ନିଖୋଜ

19/05/2021 at 2:10 PM

ମାଲକାନଗିରି ୧୯/୫ : ମାଲକାନିଗିରି ଚିତ୍ରକୋଣ୍ଡାରେ ଅଭାବନୀୟ ଘଟଣା । ଡଙ୍ଗା ବୁଡି ୩ ନିଖୋଜ ହୋଇଥିବା ସୂଚନା । ଅଣ୍ଡ୍ରାପାଲି ପଞ୍ଚାୟତ ଓରାପଦର ଘାଟରେ ଘଟିଛି ଏହି ଅଘଟଣ । ନିଖୋଜଙ୍କ ମଧ୍ୟରେ ଦୁଇ ମହିଳା ଓ ଜଣେ ବର୍ଷକର ଶିଶୁ ଅଛି । ଓରାପଦରରୁ ନିଜ ଘର ଦାମୋଦର ବେଡାକୁ ଫେରୁଥିବାବେଳେ ବୁଡିଗଲା ଡଙ୍ଗା । ଡଙ୍ଗାରେ ମୋଟ ୧୧ ଜଣ ଯାତ୍ରା କରୁଥିଲେ । ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ହେଲେ ୩ ଜଣଙ୍କ ମିଳୁନି ପତ୍ତା । ବର୍ତ୍ତମାନେ ସେଠାରେ ଉଦ୍ଧାରକାର୍ଯ୍ୟକୁ ତ୍ୱାରନ୍ୱିତ କରାଯାଇଛି ।

   Related Posts