Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

କୁହୁଡି ଯୋଗୁଁ ଚିଲିକାରେ ଫସିଗଲା ଯାତ୍ରୀବାହୀ ଡଙ୍ଗା

16/01/2020 at 10:27 AM

କୃଷ୍ଣପ୍ରସାଦ ୧୬।୧: ଚିଲିକା ଭିତରେ ଫସିଲା ଟଙ୍ଗା । ଘନକୁହୁଡି ଯୋଗୁଁ କିଛି ସମୟ ପାଇଁ ଚିଲିକା ଭିତରେ ଯାତ୍ରୀବାହୀ ଡଙ୍ଗା ବାଟବଣା ହୋଇଯାଇଥିବା ସୂଚନା ମିଳୁଛି । ଡଙ୍ଗାଟି ସାତପଡାଠାରୁ ଜହ୍ନିକୁଦା ଯାଉଥିଲା ।

ଘନ କୁହୁଡି ଯୋଗୁଁ ଘାଟଟି ଦେଖାଯାଉନଥିବାରୁ ମହିଁସା ଗାଁ ନିକଟରେ ଅଟକି ରହିଥିଲା । କୁହୁଡି କମିଯିବା ପରେ ଡଙ୍ଗାଟି ଜହ୍ନିକୁଦା ଘାଟ ଅଭିମୁଖେ ଯାତ୍ରା କରିଥିଲା । ଡଙ୍ଗାରେ ପାଖାପାଖି ୩୦ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।

କୁହୁଡି ଯୋଗୁଁ ଫସି ରହିଥିବା ଡଙ୍ଗାଟି କିଛି ସମୟ ମଧ୍ୟରେ ଜହ୍ନିକୁଦା ଘାଟ ନିକଟରେ ପହଁଚିଥିବା ଜଣାପଡିଛି । ଡଙ୍ଗା ଅଟକିବା ଯୋଗୁଁ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

   Related Posts