Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବ୍ରାହ୍ମଣି ନଦୀ ଭିତରୁ ବାହାରିଲା ବ୍ରିଟିଶ ଅମଳର ପୁରୁଣା ବୋଟ

17/11/2019 at 10:08 AM

ପଟ୍ଟାମୁଣ୍ଡାଇ ୧୭।୧୧: ବ୍ରାହ୍ମଣି ନଦୀ ଭିତରୁ ବାହାରିଲା ବ୍ରିଟିଶ ଅମଳର ପୁରୁଣା ବୋଟ । କେନ୍ଦ୍ରାପଡା ଜିଲ୍ଲା ଦାଣ୍ଡିସାହି ନିକଟସ୍ଥ ବ୍ରାହ୍ମଣୀ ନଦୀ କୁଳରୁ ଏହାକୁ ଉଦ୍ଧାର କରାଯାଇଛି ।

ସ୍ଥାନୀୟ ଲୋକେ ନଦୀକୁଳରୁ ବାଲି ଅତଡା ଖସି ଏକ ଲୁହା ରଡ ବାହାରିଥିବା ଦେଖିବାକୁ ପାଇଥିଲେ । ଏନେଇ ଗାଁ ଲୋକେ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପଟ୍ଟାମୁଣ୍ଡା ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୁଇଟି ଜେସିବି ଲଗାଇ ମାଟି ଖୋଳିଥିଲେ । ଏକ ତୃତୀୟାଂଶ ଖୋଳିବା ପରେ ମାଟି ଭିତରୁ ଲୁହା ତିଆରି ସେଡି ସହିତ ଲୁହା ରଡ ଓ ବଡ ବଡ ଲୁହା ପ୍ଲେଟ ଗୁଡିକ ବାହାରିଥିଲା । ତେବେ ବହୁ ଖୋଳିବା ପରେ ମଧ୍ୟ ବୋଟ ଟିର ସଂମ୍ପୁର୍ଣ ଅଂଶ ନବାହାରିବାରୁ ମାଟି ଖୋଳିବା ଅଧାରୁ ବନ୍ଧ କରିଦେଇଥିଲେ ତଦସିଲଦାର । ଅନ୍ୟପଟେ ଏହି ବୋଟର ଭଗ୍ନାବିଶେଷ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା ।

   Related Posts