Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ବୁଢ଼ାବଳଙ୍ଗ ସୁଅରେ ଭାସିଗଲେ ନାଉରି

1/08/2018 at 4:11 PM

ବାଲେଶ୍ବର ରେମୁଣା ବୁଢ଼।ବଳଙ୍ଗ ନଦୀର ହଳଦିଆ ଘାଟ ନିକଟରେ ଅଘଟଣ । ଆଜି ନାଉରୀ କିଛି ଲୋକଙ୍କୁ ନଦୀ ପାରକରୁଥତ୍ବା ସମୟରେ ନିର୍ମାଣଧୀନ ପୋଲର ପିଲରରେ ଡ଼ଙ୍ଗାଟି ବାଜିଯାଇଥିଲା । ନାଉରୀ ଭାରସାମ୍ୟ ହରାଇ ନଦୀରେ ଖସିପଡ଼ଥିଲେ । ପାଣି ସୁଅରେ ଭାସି ଯାଇଥିଲେ ସେ । ତାଙ୍କର ନାମ ହମେନ୍ଦ୍ର ରାଉତ ବୋଲି ଜଣାପଡ଼ଛି । ଅଗ୍ନିଶମ ବିଭାଗ ,ଓଡ଼ରାଫ ଟିମ୍ ଓ 2ଟି ଏନ୍ ଡ଼ି ଆର୍ ଏଫ ଟିମ ଘଟଣା ସ୍ଥଳରେ ପହଁଚି ଅନେକ ଖୋଜାଖୋଜି କରିଥିଲେ । ଏବେ ବି ହମେନ୍ଦ୍ର ନିଖୋଜ ଅଛନ୍ତି ।

   Related Posts