ବୁଡ଼ି ଗଲା ହୁଲି ଡଙ୍ଗା : ଜଣେ ନିଖୋଜ
2/01/2020 at 6:04 PM

କନ୍ଧମାଳ ୨/୧: ହୁଲି ଡଙ୍ଗା ବୁଡ଼ି ଯାଇ ଜଣେ ନିଖୋଜ ହୋଇଛନ୍ତି। ବଣଭୋଜି ସାରି ଫେରିଲା ବେଳେ ଦୁର୍ଘଟଣାଟି ଘଟିଛି।
ଘଟଣାଟି ଘଟିଛି କନ୍ଧମାଳର ପିଲାସାଲୁକି ଡ୍ୟାମରେ। ୫ଜଣ ମହିଳା ଉଦ୍ଧାର ହୋଇଛନ୍ତି। ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021