ଚିଲିକା ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି
17/06/2018 at 6:05 AM

ଚିଲିକା ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି
ଆଜି ସକାଳୁ ୩ ଜଣକ ମୃତ୍ୟୁ ଦେହ ଉଦ୍ଧାର
ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା
ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି
କାଳିଜାଇ ଦର୍ଶନ ସାରି ଫେରିବା ବେଳେ ଘଟିଥିଲା ଅଘଟଣ