Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବୁଡିଗଲା ବୋଟ୍, ୭୪ ପ୍ରବାସୀଙ୍କ ମୃତ୍ୟୁ : ବୋଟ୍‌ରେ ଥିଲେ ୧୨୦ ଯାତ୍ରୀ

13/11/2020 at 8:34 AM

ତ୍ରିପୋଲି ୧୩।୧୧: ୟୁରୋପ ଯାଉଥିବା ଏକ ବୋଟ୍ ଲିବିୟା ଉପକୂଳରେ ବୁଡିଯାଇଛି । ଫଳରେ ବୋଟ୍ ରେ ଥିବା ପ୍ରବାସୀଙ୍କ ମଧ୍ୟରୁ ୭୪ ଜଣ ବୁଡିଯାଇଛନ୍ତି । ଲିବିୟା ବନ୍ଦରଗାହ ଉଲ-ଖୁମ୍ସ ନିକଟରେ ବୁଡିଯାଇଛି । ଅକ୍ଟୋବର ମାସରୁ ଏପର୍ଯ୍ୟନ୍ତ ପ୍ରାୟ ୮ ଥର ବୋଟ୍ ବୁଡି ଘଟଣା ଘଟିସାରିଛି ।

ଯୁକ୍ତରାଷ୍ଟ୍ରର ପ୍ରବାସ ଏଜେନ୍ସୀର ତଥ୍ୟ ଅନୁସାରେ ବୋଟ୍ ବୁଡିବା ବେଳକୁ ମହିଳା ଏବଂ ଛୁଆ ମିଶାଇ ପ୍ରାୟ ୧୨୦ ଜଣ ଥିଲେ । ଆନ୍ତର୍ଜାତୀୟ ସୁରକ୍ଷା ଏଜେନ୍ସୀ ଅନୁସାରେ ମାତ୍ର ୪୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

୨୦୧୧ରେ ନାଟୋ ସମର୍ଥିତ ବିଦ୍ରୋହ ପରଠାରୁ ଲିବିୟା କୌଣସି ସ୍ଥିର କେନ୍ଦ୍ର ସରକାର ନଥିଲା । ଏହା ମୁଖ୍ୟତଃ ଆଫ୍ରିକୀୟ ପ୍ରବାସୀମାନଙ୍କ ପାଇଁ ଏକ ପ୍ରମୁଖ ଗମନା ଗମନ ସ୍ଥଳ । ଯେଉଁମାନେ ଭୂମଧ୍ୟସାଗର ପାର ହୋଇ ୟୁରୋପରେ ପହଞ୍ଚିବାକୁ ଚାହୁଁଛନ୍ତି ।

   Related Posts