Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଡୋମିନସ୍ ଇଣ୍ଡିଆ’ ଉପରେ ସାଇବର୍ ଆଟାକ୍, ବିପଦରେ ୧୦ ଲକ୍ଷ କ୍ରେଡିଟ୍ କାର୍ଡ ଡାଟା
  • ||
  • ପିପିଲି ଉପନିର୍ବାଚନ : ପ୍ରକାଶ ପାଇଲା ସାନି ବିଜ୍ଞପ୍ତି, ମେ ୧୩ରେ ମତଦାନ
  • ||
  • ମାଲକାନଗିରି : ରକ୍ତ ମୁଖା ଲାଲ୍‌ବାହିନୀ , ପୋଲିସ ଇନଫର୍ମର ସନ୍ଦେହରେ ୨ଛାତ୍ରଙ୍କୁ ଗଳାକାଟି ହତ୍ୟା
  • ||
  • କରୋନା ଭୟରେ କଠୋର ହେଲା ହଂକଂ: ଭାରତକୁ ବିମାନ ଚଳାଚଳ ବନ୍ଦ, ୩ ମେ ଯାଏଁ ଲାଗିଲା କଟକଣା
  • ||
  • କଳାହାଣ୍ଡି : ନଳକୂପ ଅଛି ହେଲେ ପାଣି ବାହାରୁନି, ପାନୀୟ ଜଳ ଯୋଗାଣ ଦାବିରେ ସରପଞ୍ଚ, ପଞ୍ଚାୟତ ଓ ବ୍ଲକ୍ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
  • ||
  • କଳାହାଣ୍ଡି : ଲଡୁଗାଁରେ ବଢିଲା ସଟ୍ ଡାଉନ୍ ଅବଧି, ଆଉ ୪ଦିନ ରହିବ ବଳବତ୍ତର
  • ||
  • ରାଜ୍ୟରେ ୪ହଜାର ଟପିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୪୪୫ ପଜିଟିଭ୍ ଚିହ୍ନଟ
  • ||
  • କରୋନା ନେଲା ଜୀବନ: ପରଲୋକରେ ଜେଡିୟୁ ବିଧାୟକ ମେଓ୍ୱାଲାଲ ଚୌଧୁରୀ
  • ||
  • ଆଜିଠୁ ଶ୍ରୀମନ୍ଦିରରେ ନୂଆ SOP ଲାଗୁ, ରାଜ୍ୟ ବାହାରର ଦର୍ଶନାର୍ଥୀଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
  • ||
  • ଚଣ୍ଡିଖୋଲ : ଟ୍ରେନ୍ ଲାଇନ୍‌ରୁ ମିଳିଲା ମୃତଦେହ, ନିକଟରେ ପଡିଛି ଏକ ସାଇକେଲ
  • ||

ସମୁଦ୍ର ଭିତରେ ବୁଡିଲା ମାଛଧରା ଟ୍ରଲର : ଅଳ୍ପକେ ବର୍ତ୍ତିଲେ ୬ ମତ୍ସ୍ୟଜାବୀ

5/11/2019 at 9:26 AM

ପାରାଦୀପ ୦୫।୧୧ : ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଇ ବୁଡିଗଲା ମାଛଧରା ଟ୍ରଲର । ସ୍ଥାନୀୟ  ମତ୍ସ୍ୟଜୀବୀ ମାନଙ୍କ  ଦ୍ବାରା ସମସ୍ତ ମତ୍ସ୍ୟଜୀବୀ  ଓ ଟ୍ରଲର ଉଦ୍ଧାର କରାଯାଇଛି । ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଇଥିବା ମାଛଧରା ଟ୍ରଲର ଦୁର୍ଘଟଣାର ଶିକାର ହୋଇଛି । ଟ୍ରଲରଟି ଯାଇଥିବା ସମୟରେ ସମୁଦ୍ର ମଧ୍ୟରେ ଥିବା ବ୍ଲାକରୋଜ ଜାହାଜରେ ପିଟି ହୋଇଥିଲା । କିନ୍ତୁ କୌଣସି ଅଘଟଣ ଘଟିବା ପୂର୍ବରୁ ସ୍ଥାନୀୟ ମତ୍ସ୍ୟଜୀବୀ ମାନଙ୍କ  ସହାୟତାରେ ଦୁର୍ଘଟଣାର ଶିକାର ହୋଇଥିବା ଟ୍ରଲର ଓ ସେଥିରେ ଥିବା ସମସ୍ତ ୬ଜଣ ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରାଯାଇଛି ।

ତେବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରଲରର ନାମ “ମାଜଗତଜନନୀ” ହୋଇଥିବା ଜଣାପଡିଛି । ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀ ମାନଙ୍କ ପରିଚୟ ହେଉଛି କାଳୀଚରଣଦାସ, ସୁରେଶଦାସ, ବୟଲଚନ୍ଦ୍ରଦାସ, କାହ୍ନୁଦତ୍ତ, ଅମୁଲ୍ୟମଲ୍ଲିକ ଓ ସନ୍ତୋଷଗଉଡ଼ । ସମସ୍ତଙ୍କ ଘର ଚାନ୍ଦବାଲି ଓ ଆସ୍କା ଅଞ୍ଚଳରବୋଲିଜଣାପଡିଛି। ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି କି  ଯେଉଁ ଯାଗାରେ ବ୍ଲାକରୋଜ ନାମକ ଜାହାଜଟି ବୁଡ଼ିଯାଇଥିଲା ତା ନିକଟରେ କୌଣସି ସ୍ଥାନ ନିର୍ଦ୍ଧାରଣ କରାଯାଇନାହିଁ ।  ଯାହାଫଳରେ ମାଛଧରିବା ପାଇଁ ଯାଉଥିବା ମତ୍ସ୍ୟଜୀବୀମାନେ ଦୁର୍ଘଟଣାର ସମ୍ମୁଖୀନରେ ହେଉଛିନ୍ତି  ବୋଲି ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି ।

   Related Posts