ଡଙ୍ଗାବୁଡି ୪ ନିଖୋଜ

Published By : Prameya-News7 Bureau | September 07, 2019 IST

ଢେଙ୍କାନାଳ – ଢେଙ୍କାନାଳ ବ୍ରାହ୍ମଣୀନଦୀରେ ଡଙ୍ଗାବୁଡି   ୪ ଜଣ ନିଖୋଜ । ଖଡଗପ୍ରସାଦ ଘାଟରୁ କୁନ୍ଦନଦେଇପୁର ଯାଉଥିବା ବେଳେ ନଦୀ ମଝିରେ ବୁଡିଗଲା ଡଙ୍ଗା । ୫ ଜଣ ପହଁରି ପହଁରି କୂଳରେ ଲାଗିଥିବା ବେଳେ ୪ ଜଣ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.