Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

କୋଇଲା ଖଣିରେ ଆଉଟ ସୋର୍ସିଂକୁ ବିରୋଧ : ତାଳଚେରର ସମସ୍ତ କୋଇଲା ଖଣିରେ ଉତ୍ପାଦନ ଏବଂ ପରିବହନ ବନ୍ଦ

23/09/2019 at 3:53 PM

ଅନୁଗୋଳ ୨୩।୯: ଅନୁଗୋଳ କୋଇଲା ଖଣିରେ ଆଉଟ ସୋର୍ସିଂକୁ ବିରୋଧ । ଆଜିଠାରୁ ବନ୍ଦ ରହିଛି ତାଳଚେରର ସମସ୍ତ କୋଇଲା ଖଣିରେ ଉତ୍ପାଦନ ଏବଂ ପରିବହନ । ଲିଙ୍ଗରାଜ, ଜଗନ୍ନାଥ, ଭୁବନେଶ୍ଵରୀ, ଅନନ୍ତ, ଭରତପୁର, ବଳରାମ, ହିଙ୍ଗୁଳା ଏବଂ କଣିହାଁ କୋଇଲା ଖଣିରୁ ଉତ୍ପାଦନ ଏବଂ ପରିବହନ ବନ୍ଦ ରହିଛି ।

ବିଏମଏସ (ଭାରତୀୟ ମଜଦୁର ସଂଘ) ପକ୍ଷରୁ ଧାରଣା ଏବଂ ପିକେଟିଂ କରାଯାଉଛି । ଆସନ୍ତାକାଲିଠାରୁ ଅନ୍ୟ ୟୁନିୟନ ମାନେ ଧାରଣା ସହ ଆନ୍ଦୋଳନକୁ ଓହ୍ଲାଇବେ ।

   Related Posts