Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଉଦଯାପିତ ହେବ କାଳୁଆ ଯାତ୍ରା, ବାପ ଘରୁ ଶାଶୂ ଘରକୁ ଯିବେ ମା’ ସାଆନ୍ତାଣୀ

20/10/2021 at 1:24 PM

ବ୍ରହ୍ମପୁର ୨୦/୧୦: ବ୍ରହ୍ମପୁର ଗୋସାଣିନୂଆ ଗାଆଁରେ ଅନୁଷ୍ଠିତ ମାଆ କାଳୁଆ ଯାତ୍ରାର ଆଜି ଉଦଯାପନୀ । ଦୀର୍ଘ ୧୫ ଦିନ ଧରି ମାଆଙ୍କ ଯାତ୍ରା ଚାଲିଥିବା ବେଳେ ପରମ୍ପରା ଅନୁଯାୟୀ କୁମାର ପୂର୍ଣ୍ଣିମା ରାତିରେ ମାଆ ବାପା ଘରୁ ବିଦାୟ ନେଇ ଶାଶୁ ଘର ଅଭିମୁଖେ ବାହାରିବେ । କୋଭିଡ୍ ଗାଇଡ୍ ଲାଇନ୍ ଓ ଜିଲ୍ଲା ପ୍ରଶାସନ କଟକଣାକୁ ମାନି ଯାତ୍ରା ଅନୁଷ୍ଠିତ ହେଉଛି । ତେବେ ମାଆଙ୍କ ଦର୍ଶନ ଲାଗି ଭକ୍ତଙ୍କ ଗହଳ ଚହଳ ଜମୁଥିବା ଦେଖିବାକୁ ମିଳିଛି ।

   Related Posts