ଉଦଯାପିତ ହେବ କାଳୁଆ ଯାତ୍ରା, ବାପ ଘରୁ ଶାଶୂ ଘରକୁ ଯିବେ ମା' ସାଆନ୍ତାଣୀ

Published By : Prameya-News7 Bureau | October 20, 2021 IST

ବ୍ରହ୍ମପୁର ୨୦/୧୦: ବ୍ରହ୍ମପୁର ଗୋସାଣିନୂଆ ଗାଆଁରେ ଅନୁଷ୍ଠିତ ମାଆ କାଳୁଆ ଯାତ୍ରାର ଆଜି ଉଦଯାପନୀ । ଦୀର୍ଘ ୧୫ ଦିନ ଧରି ମାଆଙ୍କ ଯାତ୍ରା ଚାଲିଥିବା ବେଳେ ପରମ୍ପରା ଅନୁଯାୟୀ କୁମାର ପୂର୍ଣ୍ଣିମା ରାତିରେ ମାଆ ବାପା ଘରୁ ବିଦାୟ ନେଇ ଶାଶୁ ଘର ଅଭିମୁଖେ ବାହାରିବେ । କୋଭିଡ୍ ଗାଇଡ୍ ଲାଇନ୍ ଓ ଜିଲ୍ଲା ପ୍ରଶାସନ କଟକଣାକୁ ମାନି ଯାତ୍ରା ଅନୁଷ୍ଠିତ ହେଉଛି । ତେବେ ମାଆଙ୍କ ଦର୍ଶନ ଲାଗି ଭକ୍ତଙ୍କ ଗହଳ ଚହଳ ଜମୁଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.