ବିଏମ୍‌ସି କାର୍ଯ୍ୟାଳୟରେ ଲୋକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

Published By : Prameya-News7 Bureau | June 30, 2020 IST

ଭୁବନେଶ୍ବର୩୦/୬: ବିଏମ୍‌ସି କାର୍ଯ୍ୟାଳୟରେ ଲୋକଙ୍କ ପ୍ରବେଶ ଉପରେ କଟକଣା। ବିଏମ୍‌ସି ପକ୍ଷରୁ ଲଗାଗଲା କଟକଣା। ରାଜଧାନୀରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧିକୁ ଦେଖି ବିଏମ୍‌ସିର ନିଷ୍ପତ୍ତି। ଆଜିଠୁ କଡାକଡି ହେବ ଏନ୍‌ଫୋର୍ସମେଣ୍ଟ। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଇଛି। ନିୟମ ଭାଙ୍ଗୁଥିବା ଲୋକଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.